28.1 C
Bhubaneswar
Monday, July 21, 2025
Homeଖେଳକାଭା ମହିଳା ଭଲଲିବଲ୍ ଚାଲେଞ୍ଜ୍ କପ୍‌: ସେମିରେ ଭାରତ

କାଭା ମହିଳା ଭଲଲିବଲ୍ ଚାଲେଞ୍ଜ୍ କପ୍‌: ସେମିରେ ଭାରତ

ଭୁବନେଶ୍ୱର: ନେପାଳ ରାଜଧାନୀ କାଠମାଣ୍ଡୁରେ ଚାଲିଥିବା କାଭା ମହିଳା ଭଲିବଲ୍ ଚାଲେଞ୍ଜ୍ କପ୍‌ରେ ଭାରତ କ୍ରମାଗତ ତୃତୀୟ ବିଜୟ ସହ ବୁଧବାର ସେମିଫାଇନାଲ୍‌ରେ ପ୍ରବେଶ କରିଛି । ଆଜି ଅନୁଷ୍ଠିତ ତୃତୀୟ ତଥା ଅନ୍ତିମ ଲିଗ୍ ମ୍ୟାଚ୍‌ରେ ଭାରତ ୩-୧ ସେଟ୍ (୨୫-୧୧, ୨୬-୨୪,୨୧-୨୫ ଓ ୨୫-୨୧)ରେ ଆୟୋଜକ ନେପାଳକୁ ହରାଇ ପୁଲ୍‌-ଏ’ ଟପ୍ପର୍ ହୋଇଛି । ଭାରତର ବିଜୟରେ ବ୍ଲକର୍ ଅଶ୍ୱିନୀ ଓ ସୂର୍ଯ୍ୟା, ଆଟାକର୍ ଅନୁଶ୍ରୀ, ଅଲ୍‌ରାଉଣ୍ଡର୍ ଜିନ୍‌ସି ପ୍ରମୁଖ ଭୂମିକ ଗ୍ରହଣ କରିଥିଲେ । ଭାରତ ମେ ୨୬ରେ ହେବାକୁ ଥିବା ପ୍ରଥମ ସେମିଫାଇନାଲ୍‌ରେ ଉଜ୍‌ବେକିସ୍ତାନକୁ ଏବଂ ଆୟୋଜକ ନେପାଳ ଦ୍ୱିତୀୟ ମ୍ୟାଚ୍‌ରେ କଜାଖ୍‌ସ୍ତାନକୁ ଭେଟିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking