29.1 C
Bhubaneswar
Thursday, May 7, 2026
Homeଓଡିଶାଓଡିଶା ବନ୍ଦରୁ ରେଳସେବା ଠପ୍

ଓଡିଶା ବନ୍ଦରୁ ରେଳସେବା ଠପ୍

ଭୁବନେଶ୍ୱର: ୧୨ ଘଣ୍ଟିଆ ଓଡିଶା ବନ୍ଦରୁ ପ୍ରଭାବିତ ରେଳ ସେବା । ପିକେଟିଂ ପରେ ରେଳ ସେବା ବନ୍ଦ ରହିଛି ରେଳ ଚଳାଚଳ । ବିଭିନ୍ନ ରେଳ ଷ୍ଟେସନରେ ଅଟକି ରହିଛନ୍ତି ଦୂରଗାମୀ ଟ୍ରେନ୍ । ୨୦ରୁ ଅଧିକ ଟ୍ରେନ ପ୍ରଭାବିତ ହୋଇଥିବା ସୂଚନା ମିଳିଛି । ରେଳସେବା ବାଧାରୁ ହଇରାଣ ହେଉଛନ୍ତି ଯାତ୍ରୀ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking