27.1 C
Bhubaneswar
Tuesday, July 15, 2025
Homeବଲିଉଡ‘ମେରୀ ଖ୍ରୀଷ୍ଟମାସ’ରେ ନୂଆ ଅବତାରରେ ନଜର ଆସିବେ କ୍ୟାଟ୍

‘ମେରୀ ଖ୍ରୀଷ୍ଟମାସ’ରେ ନୂଆ ଅବତାରରେ ନଜର ଆସିବେ କ୍ୟାଟ୍

ମୁମ୍ବାଇ: ବର୍ଷ ଆରମ୍ଭରୁ ବକ୍ସ ଅଫିସରେ ପୁଣି ଥରେ ହଇଚଇ ଆରମ୍ଭ ହେବାକୁ ଯାଉଛି । ଅଭିନେତ୍ରୀ କ୍ୟାଟ୍ରିନା କୈଫଙ୍କୁ ଏକ ନୂଆ ଅବତାରରେ ଦେଖିବାକୁ ମିଳିବ  । ପ୍ରଥମଥର ପାଇଁ ଦକ୍ଷିଣ ସୁପରଷ୍ଟାର ବିଜୟ ସେଥୁପଥି ଏବଂ ବଲିଉଡର ଚୁଲବୁଲି ନାୟିକା କ୍ୟାଟ୍ରିନା କୈଫଙ୍କୁ ଏକାଠି ପରଦାରେ ଦେଖିବାକୁ ମିଳିବ  । କାରଣ ମୁକ୍ତିଲାଭ କରିବାକୁ ଯାଉଛି ମେରୀ ଖ୍ରୀଷ୍ଟମାସ ଫିଲ୍ମ । ଏହି ଚଳଚିତ୍ର ଘୋଷଣା ହେବା ପରଠାରୁ ଦର୍ଶକମାନେ ବହୁ ଉତ୍ସାହର ସହ ଏହି ଫିଲ୍ମକୁ ଅପେକ୍ଷା କରିଛନ୍ତି। ଫିଲ୍ମର ଟ୍ରେଲର ଦେଖି ଦର୍ଶକ ମାନେ ଆଶ୍ଚର୍ଯ୍ୟ ହୋଇଛନ୍ତି। କାରଣ ପ୍ରଥମ ଥର ପାଇଁ କ୍ୟାଟ୍ରିନା କୈଫ୍‌ ଏବଂ ବିଜୟ ସେତୁପାଠୀ ଏକ ଭୟଙ୍କର ଅବତାରରେ ନଜର ଆସିଛନ୍ତି। ଫିଲ୍ମଟି ସମ୍ପୂର୍ଣ୍ଣ ସସ୍‌ପେନ୍ସରେ ପରିପୂର୍ଣ୍ଣ। ‘ମେରୀ ଖ୍ରୀଷ୍ଟମାସ’ ହେଉଛି ଶ୍ରୀରାମ ରାଘବନଙ୍କ ନିର୍ଦ୍ଦେଶିତ ଏକ ଆଗାମୀ ଭାରତୀୟ ଥ୍ରୀଲର ଫିଲ୍ମ। ତେବେ ୧୨ ଜାନୁୟାରୀ ୨୦୨୪ରେ ଏହି ଫିଲ୍ମ୍‌ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବାକୁ ଯାଉଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking