27.1 C
Bhubaneswar
Monday, March 17, 2025
Homeଓଡିଶାଜାମବଣୀ ଗ୍ରାମ ପଞ୍ଚାୟତ ର ଵାର୍ଷିକ କ୍ରିଡା ଉତ୍ସବ ପାଳିତ

ଜାମବଣୀ ଗ୍ରାମ ପଞ୍ଚାୟତ ର ଵାର୍ଷିକ କ୍ରିଡା ଉତ୍ସବ ପାଳିତ

କପ୍ତିପଦା : କପ୍ତିପଦା ଵ୍ଲକ ଜାମବଣୀ ଗ୍ରାମ ପଞ୍ଚାୟତ ର ଵାର୍ଷିକ କ୍ରିଡା ଉତ୍ସବ ପଞ୍ଚାୟତ ର ସୁଡ ସୁଡିଆ ରାଜସ୍ବ ଗ୍ରାମ ରେ ଅନୁଷ୍ଠିତ ହୋଇ ଯାଇଛି। ଗତ୧୩ ତାରିଖରେ ଆରମ୍ଭ ହୋଇ ୧୪ତାରିଖ ଆଜି ଦିନରେ ଉଦ୍ ଯାପିତ ହୋଇ ଯାଇଛି। ଆଜି ଏକ ଵଣ୍ଣାଢ଼ ପରୀଵେଶରେ ସ୍ଥାନୀୟ ସରପଞ୍ଚ ଵୁଦ୍ଦେଶଚନ୍ଦ୍ରପାତ୍ର ସଭା ପତିତ୍ଵରେ ମୁଖ୍ୟ ଅତିଥି ଭାବେ ନୂଆସାହି କଲେଜର ଅଧ୍ୟକ୍ଷ ଚନ୍ଦ୍ର କୁମାର ପଟ୍ଟନାୟକ, ମୁଖ୍ୟ ଵକ୍ତାଭାଵେ ଶରତ କଲେଜର ଅଧ୍ୟକ୍ଷ ଭଗବାନ ପଣ୍ଡା, ଓ ଚାଷୀ ମୂଲାଆ ସଂଗଠକ ଵଳରାମ ସାହୁ ସମ୍ମାନିତ ଅତିଥି ଭାବେ ନୂଆସାହି ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ରାଜେନ୍ଦ୍ର ପାଣିଗ୍ରାହୀ ଅଂଶ ଗ୍ରହଣ କରିଥିଲେ । ସେହିପରି ଜିଲ୍ଲା ପରିଷଦ ଅଧ୍ୟାକ୍ଷା ଟିକିମଣି ନାୟକ ଅତିରିକ୍ତ ସରପଞ୍ଚ ସନ୍ଧ୍ୟା ରାଣୀ ନାୟକ ପ୍ରମୁଖ ଯୋଗ ଦେଇଥିଲେ। ପରିଶେସରେ ଅତିଥି ମାନେ କୃତି ଛାତ୍ର ଛାତ୍ରୀ ମାନଙ୍କୁ ପୁରସ୍କାର ପ୍ରଦାନ କରିଥିଲେ ।ଏହି କ୍ରିଡା କୁ ସ୍ଥାନୀୟ ଓ୍ଵାଡ଼ ସଭ୍ୟ ସମର ଵଲ୍ଲଭ ହାତୀ ପରିଚାଳନା କରିଥିଲେ ।
https://onakhabar.com/2020/02/14/police-mayurbhanj/
 

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking