28.1 C
Bhubaneswar
Thursday, May 2, 2024
Homeଓଡିଶାସ୍ୱାମୀ ସ୍ତ୍ରୀ କଳିକୁ ସମାଧାନ କରିବାକୁ ଯାଇ ପଡୋଶୀ ମୃତ

ସ୍ୱାମୀ ସ୍ତ୍ରୀ କଳିକୁ ସମାଧାନ କରିବାକୁ ଯାଇ ପଡୋଶୀ ମୃତ

କଳାହାଣ୍ଡି : ସ୍ୱାମୀ ସ୍ତ୍ରୀ କଳିକୁ ସମାଧାନ କରିବାକୁ ଯାଇ ପଡୋଶୀ ମୃତ । ଭବାନୀପାଟଣା ଟାଉନ ଥାନା ମନ୍ଦାରବଗିଚା ପଡାରେ ଏଭଳି ଅଭାବନୀୟ ଘଟଣା ଘଟିଛି । ମିଳିଥିବା ସୂଚନା ଅନୁଯାୟୀ, ରାଜୁ ରଣା ନିଜ ସ୍ତ୍ରୀ କୁ ଠେଙ୍ଗାରେ ଆକ୍ରମଣ କରୁଥିବା ବେଳେ ପଡୋଶୀ ରବୀନ୍ଦ୍ର ପାତ୍ର ଛଡ଼ାଇବାକୁ ଯାଇ ରାଜୁ ରଣାର ଆକ୍ରୋଶ ଶୀକାର ହୋଇଥିଲେ । ରାଜୁ ରଣାର ଠେଙ୍ଗା ମାଡ଼ରେ ରବୀନ୍ଦ୍ର ପାତ୍ର ଚିକିତ୍ସାଧୀନ ଅବସ୍ଥାରେ ହସ୍ପିଟାଲ ରେ ମୃତ୍ୟୁ । ଅଭିଯୁକ୍ତ ରାଜୁ ପାତ୍ର ଭବାନୀପାଟଣା ଟାଉନ ଥାନାରେ ଆତ୍ମସମର୍ପଣ କରିଛି । ପୋଲିସ ତଦନ୍ତ ଜାରି ରଖିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking