28.1 C
Bhubaneswar
Thursday, May 2, 2024
Homeଓଡିଶାଉଦ୍ୟମ ସାମ୍ନାରେ ହାରା ମାନିଲା ପ୍ରତିରୋଧ 

ଉଦ୍ୟମ ସାମ୍ନାରେ ହାରା ମାନିଲା ପ୍ରତିରୋଧ 

,କଳାହାଣ୍ଡି:  ଜଳ ପରି ଚାଳନା ଯନ୍ତ୍ର ତିଆରି କରି ଚର୍ଚ୍ଚରେ ଖଞ୍ଜନେତ୍ର, ଏମିତି ଏକ ଦୃଶ୍ୟ ଦେଖି ବାକୁ ମିଳୁଛି କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକ ମଙ୍ଗଳପୁର ପଞ୍ଚାୟତ ରଜାମୁଣ୍ଡରେ !ଗୋଟାଏ ଏକର ଜମି ଚାଷ କରି ପରିବାର ପୋଷଣ କରୁଥିଲି ଖଞ୍ଜନେତ୍ର ରାଉତ !କିନ୍ତୁ ଉପର ମୁଣ୍ଡରଚାଷୀ ମନେ ଅସହାଯୋଗ କରି ପାଣି ଯୋଗାଇ ବାକୁ ସପୂର୍ଣ ମନା କଲେ, ଏହି ଘଟଣା ପ୍ରଥମେ ତାଙ୍କ ମାନଂକୁ ଆଘାତ ହୋଇଥିଲା, କିନ୍ତୁ ଏହି ଘଟଣା ରେ ସେ ଭାଙ୍ଗି ପଡ଼ିନଥେଲେ !ସ୍ୱଳ୍ପ ଶିକ୍ଷା ମଧ୍ୟରେ ବୁଧି ପ୍ରୟୋଗ କରି ଏକ ମାସର ଆକଳନ୍ତ ପରିଶ୍ରମ ରେ ନାଳ ଉପରେ ଏକ ଜଳ ପରିଚାଳନା ଯନ୍ତ୍ର ତିଆରି କଲେ ! କାଟ, ବାଉଁଶ, ଟିଣ ବୋତୁଲ ଓ ରାଶି ସାହାର୍ଯ୍ୟ ରେ ଏକ ଅବିନବ ଜଳ ପରିଚାଳନା ଯନ୍ତ୍ର ତିଆରି କଲେ ! ନିଜେ ସପଲତା ପାଇବା ସହିତ ଅନ୍ୟ ମାନଙ୍କ ପାଇଁ ଉଦାରଣ ପାଲଟି ଗଲେ !ଖଞ୍ଜନେତ୍ର ଅଭିନବ ଯନ୍ତ୍ର କୁ ପ୍ରତି ଦିନ ଲୋକ ମାନେ ଦେଖିବାକୁ ଯାଉଛନ୍ତି ପ୍ରଶ୍ନସା ବି କରୁଛନ୍ତି !ପରିବାର ପାଞ୍ଚ ଜଣ ନେଇ ଗୋଟାଏ ପରିବାର  ଗୋଟାଏ ଏକ ର ଚାଷ କରି ଚଲୁଛନ୍ତି, !ଜମି ଟା ରୁ 30ମିଟର ଦୂରେ ଖାଳୁଆ ସ୍ଥାନରେ ନାଳ ଅଛି, ସେଠାରୁ ଉକ୍ତ ପରିଚାଳନା ଯନ୍ତ୍ର ରୁ ପାଣି ନେଉଛନ୍ତି !ଖଞ୍ଜନେତ୍ର କହୁଛନ୍ତି ଯଦି ପ୍ରଶାସନ କିଛି ସାହାର୍ଯ୍ୟ କଲେ ଆଗକୁ ଦଶ ଏକ ର ଜମି ଚାଷ ହେବ ବୋଲି କହୁଛନ୍ତି !

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking