29.1 C
Bhubaneswar
Monday, June 24, 2024
Homeଦେଶ ବିଦେଶକିଙ୍ଗ ଖାନଙ୍କ ସ୍ୱାସ୍ଥ୍ୟବସ୍ତା ବିଷୟରେ ସୂଚନା ଦେଲେ ଜୁହି

କିଙ୍ଗ ଖାନଙ୍କ ସ୍ୱାସ୍ଥ୍ୟବସ୍ତା ବିଷୟରେ ସୂଚନା ଦେଲେ ଜୁହି

ଅହମ୍ମଦାବାଦ: ବଲିଉଡର କିଙ୍ଗ ଖାନ ଶାହରୁଖ ଖାନଙ୍କୁ ନେଇ ଚିନ୍ତାରେ ଫ୍ୟାନ୍ସ । ଶାହରୁଖ ଅହମ୍ମଦାବାଦ କେଡି ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ଶରୀରରେ ଜଳୀୟ ଅଂଶ କମିବାରୁ ପ୍ରବଳ ଗରମ ପାଇଁ ଅସୁସ୍ଥ ହୋଇପଡିଥିଲେ ଶାହରୁଖ । ହସ୍ପିଟାଲରେ ଭର୍ତ୍ତି ହେବା ପରେ ସ୍ୱାସ୍ଥ୍ୟବସ୍ଥା ସମ୍ପର୍କରେ ଅନେକ ଷ୍ଟାର ପଚାରି ବୁଝିଛନ୍ତି । ଅଭିନେତ୍ରୀ ଜୁହି ଚାୱଲା ହସ୍ପିଟାଲରେ ଶାହରୁଖଙ୍କୁ ଭେଟି ସ୍ୱାସ୍ଥ୍ୟବସ୍ଥା ସମ୍ପର୍କରେ ପଚାରିଥିଲେ । ମିଡିଆକୁ ସୂଚନା ଦେଇ ଜୁହି କହିଛନ୍ତି ଶାହରୁଖ ଏବେ ସୁସ୍ଥ ଅଛନ୍ତି । ଭଗବାନଙ୍କ ଆଶୀର୍ବାଦରୁ ଶୀଘ୍ର ସମ୍ପୂର୍ଣ୍ଣ ସୁସ୍ଥ ହୋଇ ଡିସଚାର୍ଜ ହେବେ । ଆଇପିଏଲ ଫାଇନାଲରେ ଶାହରୁଖ ଉପସ୍ଥିତ ରହି ନିଜ ଟିମକୁ ଚିଅରଅଫ୍‍ କରିବେ । ମିଳିଥିବା ସୂଚନା ଅନୁସାରେ ଆଜି ହସ୍ପିଟାଲରୁ ଡିସଚାର୍ଜ ହୋଇପାରନ୍ତି କିଙ୍ଗ ଖାନ ଶାହରୁଖ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking