ଝାରସୁଗୁଡ଼ା: ଝାରସୁଗୁଡ଼ା ଉପନିର୍ବାଚନର ୧୬ତମ ରାଉଣ୍ଡ ରାଉଣ୍ଡର ଗଣତିରେ ବିଜେଡି ପ୍ରାର୍ଥୀ ଦୀପାଳି ଦାସ ତାଙ୍କର ନିକଟତମ ବିଜେପି ପ୍ରାର୍ଥୀ ଟଙ୍କଧର ତ୍ରିପାଠୀଙ୍କ ଠାରୁ ୪୨୩୯୫ ଭୋଟରେ ଆଗୁଆ ଅଛନ୍ତି। ୧୬ତମ ରାଉଣ୍ଡରେ ବିଜେଡିକୁ ୯୪୩୨୬ ଖଣ୍ଡ ଭୋଟ୍ ମିଳିଥିବା ବେଳେ ବିଜେପିକୁ ମିଳିଛି ୫୧୯୩୧ ଟି ଭୋଟ୍। ଅପରପକ୍ଷରେ କଂଗ୍ରେସ ପ୍ରାର୍ଥୀ ତରୁଣ ପାଣ୍ଡେଙ୍କୁ ୧୬ତମ ରାଉଣ୍ଡରେ ମାତ୍ର ୪୧୩୩ ଖଣ୍ଡ ଭୋଟ ମିଳିଛି।
ବିଜେଡି- ୯୪୩୨୬
ବିଜେପି-୫୧୯୩୧
କଂଗ୍ରେସ-୪୧୩୩
ଆଗୁଆ: ୪୨୩୯୫