30.1 C
Bhubaneswar
Wednesday, May 28, 2025
Homeଓଡିଶାଝାରସୁଗୁଡା ବିଜେପି କର୍ମୀଙ୍କୁ ଛୁରାମାଡ

ଝାରସୁଗୁଡା ବିଜେପି କର୍ମୀଙ୍କୁ ଛୁରାମାଡ

ଝାରସୁଗୁଡା: ଝାରସୁଗୁଡା ଫଳାଫଳ ପରେ ଜଣେ ବିଜେପି କର୍ମୀଙ୍କୁ ଛୁରାମାଡ । ସଦର ବ୍ଲକ ତ୍ରିପୁରା ପଞ୍ଚାୟତ ସୁନାମାଳ ଗାଁରେ ଛୁରାମାଡ । ବିଜେଡି କର୍ମୀ ବାଣ ଫୁଠାଉଥିବା ବେଳେ ବିରୋଧ କରିବାରୁ ଆକ୍ରମଣ ହୋଇଛି । ଛୁରାମାଡରେ ଗୁରୁତର ବିଜେପି କର୍ମୀ ଜିଲ୍ଲା ମୁଖ୍ୟ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବା ପରେ ପରିସ୍ଥିତିରେ ସୁଧାର ଆସିଥିଲା । ସୁଚନାଅନୁସାରେ ଝାରସୁଗୁଡା ଉପନିର୍ବାଚନରେ ବିଜେଡିର ବାଜିମାତ୍ ପରେ ରାଜନୈତିକ ଅସନ୍ତୋଷ ହୋଇଥିବା ଆଲୋଚନା କରାଯାଉଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking