25.1 C
Bhubaneswar
Sunday, May 3, 2026
Homeଓଡିଶାନୂଆ ଏନକ୍ଲୋଜରକୁ ଯିବ ଜୀନତ : ପିସିସିଏଫ

ନୂଆ ଏନକ୍ଲୋଜରକୁ ଯିବ ଜୀନତ : ପିସିସିଏଫ

ଭୁବନେଶ୍ୱର : ଖୁବଶୀଘ୍ର ନୂଆ ଏନକ୍ଲୋଜରକୁ ଯିବ ବାଘୁଣି ଜୀନତ । ଜୀନତ ପାଇଁ ନୂଆ ଏନକ୍ଲୋଜର ତିଆରି ହୋଇଛି କହିଲେ ପିସିସିଏଫ । ଏନକ୍ଲୋଜରରେ ଖାପ ଖୁଆଇବା ପରେ ସ୍ଥିତି  ଦେଖି ଜଙ୍ଗଲରେ ଛଡାଯିବ । ଜୀନତ ପୂରା ସୁସ୍ଥ ଅଛନ୍ତି , ଶିକାର କରିପାରୁଛି କହିଛନ୍ତି ପିସିସିଏଫ ପ୍ରେମ କୁମାର ଝା ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking