26.1 C
Bhubaneswar
Saturday, March 15, 2025
Homeଓଡିଶାଜୟନାରାୟଣଙ୍କ ମନ୍ତବ୍ୟ ଦୁର୍ଭାଗ୍ୟଜନକ: ପ୍ରତାପ

ଜୟନାରାୟଣଙ୍କ ମନ୍ତବ୍ୟ ଦୁର୍ଭାଗ୍ୟଜନକ: ପ୍ରତାପ

ଭୁବନେଶ୍ୱର: ଜୟନାରାୟଣଙ୍କ ମନ୍ତବ୍ୟ ଦୁର୍ଭାଗ୍ୟଜନକ କହିଲେ ପ୍ରତାପ ଦେବ । ବିରୋଧୀ ଦଳ ଉପ ମୁଖ୍ୟ ସଚେତକ ପ୍ରତାପ ଦେବ । ଜୟନାରାୟଣଙ୍କ ଏହା ବାଚଳାମି କହିଲେ ଅତ୍ୟୁକ୍ତି ହେବନି । ବିଜେପି କ୍ଷମତାକୁ ଆସିବା ପରଠୁ ହାତ କଥା ମୁଣ୍ଡ ଜାଣିନି । ସରକାରରେ ସମନ୍ୱୟ ନାହିଁ, ସେ ଇତିହାସ ପଢନ୍ତୁ । ଜୟନାରାୟଣଙ୍କ ମନ୍ତବ୍ୟରେ ବିଜେପି ସ୍ପଷ୍ଟିକରଣ ଦିଅନ୍ତୁ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking