34.5 C
Bhubaneswar
Monday, July 13, 2026
Homeଓଡିଶାଜଣ୍ଡିସ ଆତଙ୍କ : ଜଣେ ମୃତ, ୨ଶହରୁ ଅଧିକ ଆକ୍ରାନ୍ତ

ଜଣ୍ଡିସ ଆତଙ୍କ : ଜଣେ ମୃତ, ୨ଶହରୁ ଅଧିକ ଆକ୍ରାନ୍ତ

ନୟାଗଡ଼ : ନୟାଗଡ଼ ଜିଲ୍ଲା ରଣପୁର ବ୍ଲକ୍ ଅଧୀନସ୍ଥ  କନ୍ଧନୟାଗଡ଼, ଚାନ୍ଦପୁର ସମେତ ଜେମାଦେଇପୁର ଅଞ୍ଚଳରେ ଦୃତ ଭାବେ ବ୍ୟାପୁଛି ଜଣ୍ଡିସ। ଜଣ୍ଡିସ ରୋଗରେ ଜଣେ ମହିଳାଙ୍କର ମୃତ୍ୟୁ ହୋଇଥିବା ବେଳେ ଦୁଇଟି ଯାକ ପଂଚାୟତର ୨୦୦ରୁ ଅଧିକ ଆକ୍ରାନ୍ତ ହୋଇଛନ୍ତି। ୫୦ରୁ ଅଧିକା ସ୍କୁଲ ପିଲାଙ୍କ ସହିତ ଛୋଟ ଶିଶୁ ମଧ୍ୟ ଆକ୍ରାନ୍ତ ଅଛନ୍ତି ।  ବିଳମ୍ବରେ ହେଉ ପଛେ ସତର୍କ ହୋଇ ଉଠିଛି ସ୍ୱାସ୍ଥ୍ୟ ବିଭାଗ। ଗାଁ ରେ ଡାକ୍ତରୀ ଟିମ୍ ପହଞ୍ଚିଛି । ଲୋକଙ୍କର ରକ୍ତ ନମୁନା ସହ କୂଅ ପୋଖରୀ, ପାଇପ ପାଣିର ମଧ୍ୟ ନମୁନା ସଂଗ୍ରହ କରୁଛି । ଜଣ୍ଡିସ ରୋଗ ବ୍ୟାପୁଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking