29.4 C
Bhubaneswar
Saturday, May 4, 2024
Homeବ୍ରେକୀଙ୍ଗଧାରଣାରେ ଯାତ୍ରା କଳାକାର

ଧାରଣାରେ ଯାତ୍ରା କଳାକାର

ଭୁବନେଶ୍ୱର :   ୧୨ ଦଫା ଦାବି ନେଇ ଲୋୟର ପିଏମଜିରେ ଧାରଣାରେ ବସିଲେ ଯାତ୍ରା କଳାକାର । ୨ ହଜାର ଦର୍ଶକଙ୍କୁ ନେଇ ଯାତ୍ରା ପରିବେଷଣ ପାଇଁ ଅନୁମତି ଦେବାକୁ ସେମାନେ ଦାବି ରଖିଛନ୍ତି । ଯାତ୍ରା ନଚାଲିଲେ କଳାକାର କେମିତି ବଂଚିବେ ବୋଲି ସେମାନେ ପ୍ରଶ୍ନ କରିଛନ୍ତି । ତେବେ ଯଦି  ୨୩ ତାରିଖ ସୁଦ୍ଧା ସରକାର ଦାବି ପୂରଣ ନ ହୁଏ ୨୪ ତାରିଖରୁ ରାଜ୍ୟର ସମସ୍ତ ଜିଲ୍ଲାରେ କଳାକାରମାନେ ଆନ୍ଦୋଳନ କରିବେ ବୋଲି ଚେତାବନୀ ଦିଆଯାଇଛି । ଦେଖିବାକୁ ଗଲେ ସାରା ରାଜ୍ୟରେ ୩ ଲକ୍ଷ ଯାତ୍ରା କଳାକାର ସଂକଟରେ ଅଛନ୍ତି । ଏବେ ସମସ୍ତ ଶିକ୍ଷାନୁଷ୍ଠାନ ଓ ଧର୍ମାନୁଷ୍ଠାନ ଖୋଲିସାରିଛି । ଏହାକୁ ଦୃଷ୍ଟିରେ ରଖି ଦୁଇ ହଜାର ଦର୍ଶକଙ୍କୁ ନେଇ ଯାତ୍ରା କରିବାକୁ ସେମାନେ ଦାବି କରିଛନ୍ତି ।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking