35.1 C
Bhubaneswar
Monday, June 17, 2024
Homeଓଡିଶା୭ ଡକାୟତଙ୍କୁ ଗିରଫ କଲା ଯାଜପୁର ରୋଡ ଆଦର୍ଶ ଥାନା ପୋଲିସ; ବହୁ ମରଣାସ୍ତ୍ର ଜବତ

୭ ଡକାୟତଙ୍କୁ ଗିରଫ କଲା ଯାଜପୁର ରୋଡ ଆଦର୍ଶ ଥାନା ପୋଲିସ; ବହୁ ମରଣାସ୍ତ୍ର ଜବତ

ଯାଜପୁର : ଯାଜପୁର ରୋଡ ଆଦର୍ଶ ଥାନା ଅନ୍ତର୍ଗତ ରମ୍ଫାସ ଆ, ଟି, ଆଇ ଖେଳ ପଡିଆରୁ ୭ ଜଣ ଦୁର୍ବୁତ୍ତ ଙ୍କୁ ଧରିବା ସହିତ ମରଣାସ୍ତ୍ର ଜବତ କଲା ଯାଜପୁରୋଡ ପୋଲିସ । ସୂଚନା ଅନୁସାରେ ଦାନଗଦି ଫାଣ୍ଡି ଅଧିକାରୀ ଅଜୟ କୁମାର ସାହୁ କୌଣସି ଦିଗରୁ ସୂଚାନପାଇଲେ କି ୭ ଜଣ ଦୁର୍ବୁତ୍ତ ରମ୍ପାସ ଆ, ଟି,ଆ ଇ ଖେଳ ପଡିଆରେ ମାରଣା ଅସ୍ତ୍ର ସହିତ ଡାକୟତି ଯୋଜନା କରୁଛନ୍ତି । ଏହି ଖବର ତୁରନ୍ତ ଯାଜପୁର ରୋଡ ଥାନା କୁ ଜଣାଇବା ଦ୍ୱାର ଥାନା ଅଧିକାରୀ ଉପେନ୍ଦ୍ର କୁମାର ପ୍ରଧାନ ଙ୍କ ନେତୃତ୍ୱରେ ଏକ ଟିମ୍ ଗଠନ କରି ଡକାୟତ ମାନଙ୍କୁ କାବୁ କରିବା ସହିତ ମରଣାସ୍ତ୍ର ଜବତ କରିଥିଲେ । ସେମାନଙ୍କ ଠାରୁ ଗୋଟିଏ ଖଣ୍ଡା, ଗୋଟିଏ କାତି, ୭ଟି ମୋବାଇଲି ଜବତ କରାଯାଇଥିଲା । ଡକାୟତ ମାନେ ହେଲେ ଆକାଶ ପ୍ରଧାନ (୨୦) ଅରୁଣ ପ୍ରଧାନ (୨୪)ଅର୍ଜୁନ ପ୍ରଧାନ (୨୫)ଶଙ୍କର ପ୍ରଧାନ (୨୬) ଦଶମାଣିଆ ଯଖପୁରା ଅଞ୍ଚଳର ନରେଶ ଦାସ (୨୦) ପଛିକୋଟ ଅଞ୍ଚଳ. ଶିଶିର କୁମାର ନାଥ (୨୪) ଲୁଣିଆ ପାଟଣା କେନ୍ଧୁଝର. ସଗଲ ରାହୁଲ ମୁଣ୍ଡମାଳ ଅଞ୍ଚଳ ଜଣାପଡିଛି । କେଶ ନମ୍ବର ୩୫୪ ଦଫା ୩୯୯/୪୦୨ ଆଇସି ୨୫ ଦଫା ଲଗାଇ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking