ଯାଜପୁର:ଅଲ ଓଡ଼ିଶା ଇପିଏଫ ପେନ୍ସନରର୍ସ ଆସୋସିଏସନ୍ ଆହ୍ନାନ କ୍ରମେ ଯାଜପୁର ଜିଲା ପକ୍ଷରୁ ୩ ଦଫା ଦାବୀ ପୂରଣନେଇ ପ୍ରଧାନମନ୍ତ୍ରୀ ଙ୍କ ଉଦେଶ୍ୟରେ ସ୍ମାରକ ପତ୍ର ପ୍ରଦାନକରାଯାଇଛି । ସର୍ବନିମ୍ନ ମାସିକ ପେନସନ ମହଙ୍ଗାଭତା ସହ ମାସିକ ୯ ହଜାର ଟଙ୍କା ପ୍ରଦାନ, ମାନ୍ୟବର ସୁପ୍ରିମକୋର୍ଟ ନିର୍ଦ୍ଧେଶ ଆଧାରରେ ବର୍ଦ୍ଧିତ ପେନସନ, ଚିକିତ୍ସା ଭତ୍ତା କିମ୍ବା ଆୟୁଷମାନ ଭାରତ ଯୋଜନାରେ ମାଗଣ ଚିକିତ୍ସା ପ୍ରଦାନ ଆଦି ଦାବିନେଇ ସଂଘର ସମ୍ପାଦକ ନିରଞନ ପରିଡ଼ା ଙ୍କ ନେତୃରେ ବହୁ ସଦସ୍ୟ ଯୋଗଦେଇ କିଆନାଳିକୁଳ ଠାରୁ ଏକ ର୍ୟାଲି ବାହାରି ସହର ପରିତକ୍ରମା କରି ଜିଲାପାଳ ଅଫିସ ରେ ଜିଲାପାଳଙ୍କୁ ସ୍ମାରକ ପତ୍ର ପ୍ରଦାନକରିଥିଲେ।
https://onakhabar.com/2020/03/04/jajpur-enforcementsquad/