32.1 C
Bhubaneswar
Thursday, May 30, 2024
Homeଓଡିଶାଭୁଲି ଗଲେ ମାନବିକତା : ମହିଳାଙ୍କୁ ବାନ୍ଧି ଘର ଭାଙ୍ଗିଦେଲେ 

ଭୁଲି ଗଲେ ମାନବିକତା : ମହିଳାଙ୍କୁ ବାନ୍ଧି ଘର ଭାଙ୍ଗିଦେଲେ 

ଯାଜପୁର : ଯାଜପୁର ଜିଲ୍ଲାର କୋରେଇଥାନାର ହଳଦିଗଡ଼ିଆ ପଞ୍ଚାୟତ ସlଳକଣାର ଶିଶୁଆଗ୍ରାମର ଏକ ଅଭାବନିୟ ଘଟଣା ଦେଖିବାକୁ ମିଳିଛିl ଜଣେ ମହିଳାଙ୍କୁ ବାନ୍ଧି ତାଙ୍କର ଘର ଦ୍ୱାର ଓ ଆସବା ପତ୍ର ଦିବା ଲୋକ ରେ ଭାଙ୍ଗି ରୁଜି ଦେଲେ l.ସେଠାରେ ଥିବା ଲୋକ ମାନେ ଦେଖୁ ଥିଲେ ମଧ୍ୟ ସମସ୍ତ ମୁହଁ ବନ୍ଦ କରି ଏହି ଅଭାବ ନିୟ ଘଟଣାକୁ ଉପଭୋଗ କରୁ ଥିଲେ ମାନବିକତା ଭୁଲି ଯାଇ ଥିଲେ ଏହି ଦୃଶ୍ୟ. ଦେଖି ଲେ ଆତଙ୍କବାଦପରି ମାନେ ହୁଏ ଦୁନିଆରେ ଗରିବ ଖଟି କିଆ ପ୍ରତି କେହି ଆହା କରିବା ନାହାନ୍ତି l ଧର୍ମ ବୋଲି କିଛି ନାହିଁ l

ଘଟଣାରୁ ପ୍ରକାଶ ଯେ ଜମି ବାଡି ଗଣ୍ଡଗୋଳ କୁ ନେଇ ଅମାନବୀୟ ଘଟଣା ଘଟି ଛି ଖସl ଗାଡ଼ିଆ ଗ୍ରାମର କାଳନ୍ଦୀ ମହାରଣା ଗନ୍ଧର୍ବ ପରିଡା ଙ୍କୁ ପାଳିତ ପୁଅ ଭାବ ରେ ରଖି ଥିଲେ l କାଳନ୍ଦୀ ମହାରଣା ଙ୍କ ମୃତ୍ୟୁ ପରେ କାଳନ୍ଦୀ ଙ୍କ ଜନ୍ମିତ ପୁଅ ଓ ଗନ୍ଧର୍ବ ସହ ମନ ମାଳୀନ ହେଲା ଗନ୍ଧର୍ବ କାଳନ୍ଦୀ ଙ୍କ ଶିଶୁଆ ଠାରେ ଥିବା ଏକ ଡ଼ିଅ ରେ ଘର କରି ରହୁ ଥିଲେ ଏହି ଡ଼ିଅ କୁ ନେଇ ପ୍ରାୟ ୩୦ ବର୍ଷ ଧରି କନ୍ଦଳ ଲାଗି ଥିଲା ଏ ସମ୍ପର୍କ ରେ ଅନେକ ଥର ନାୟ ହୋଇ ଥିଲା ଉଭୟ ପକ୍ଷ ନାୟ ନିଷ୍ପତି କୁ ମାନି ନ ଥିଲେଯାହା ଫଳ ରେ ଏପରି ଅଭାବନିୟ ପରିସ୍ଥିତି ଘଟିଲା ଗତ କାଲି କାଳନ୍ଦୀଙ୍କ ପୁଅ ଓ ତାଙ୍କ ବନ୍ଧୁ ବାନ୍ଧବ ମାନେ ପ୍ରାୟ ୨୦ ଉର୍ଦ୍ଧ ଠେଙ୍ଗା ବାଡି ଧରି ଆସି କହିଲେ ଘର ଛାଡି ଦେ ଗନ୍ଧର୍ବ ତାର ପିଲା ଛୁଆ ମାନେ ଡରି ଗ୍ରାମ ଭିତର କୁ ପଳାଇ ଗଲେ ତାର ସ୍ତ୍ରୀ ସାବିତ୍ରୀ ଘରେ ଥିଲା ତାକୁ ଦୌଡ଼ା ରେ ବାନ୍ଧି ମାଡ ମାରି ଘର ଦ୍ୱାର ଭାଙ୍ଗିଲେ ଆସବା ପତ୍ର କୁ ପୋପlଡ଼ି ଦେଇ ପଳାଇ ଯାଇ ଥିଲେ ଏ ସମ୍ପର୍କ ରେ କୋରେଇ ଥାନ ରେ ଅଭିଯୋଗ ହୋଇଛି ପୋଲିସ ତଦନ୍ତ କରୁଛି l

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking