39.2 C
Bhubaneswar
Thursday, April 18, 2024
Homeଓଡିଶାଚୀର ନିଦ୍ରାରେ ପଣ୍ଡିତ ଫକୀର ମୋହନ ପାଠୀ

ଚୀର ନିଦ୍ରାରେ ପଣ୍ଡିତ ଫକୀର ମୋହନ ପାଠୀ

ଯାଜପୁର:ଯାଜପୁର ଜିଲ୍ଲାର ଦଶରଥପୁର ବ୍ଲକ ଅନ୍ତର୍ଗତ ଗ୍ରାମ ନନ୍ଦିପୁର ଗ୍ରାମପଞ୍ଚାୟତସ୍ଥିତ ବାବଲପୁର ଗ୍ରାମର ପଣ୍ଡିତ ଫକୀର ମୋହନ ପାଠୀଙ୍କର(୭୮) କରୋନାରେ ମୃତ୍ୟୁ ହୋଇଯାଇଅଛି । ଯାଜପୁର ରୋଡ଼ କଳିଙ୍ଗ ନଗରସ୍ଥିତ ଟାଟା କୋଭିଡ ସେଣ୍ଟରରୁ ତାଙ୍କର ଶବ ଆସିବାପରେ ମୃତକଙ୍କ ପରିବାର ଓ ଜ୍ଞାତି କୁଟୁମ୍ବଙ୍କ ସହ ତାଙ୍କର ଅନ୍ତିମ ସଂସ୍କାର ଯାଜପୁର ବାରୁଣୀ ପଡ଼ିଆସ୍ଥିତ ଶଶ୍ମାନରେ କରାଯାଇଅଛି। ସ୍ୱର୍ଗତଃ ପାଠୀ ଦଶରଥପୁର ବ୍ଲକ ଅନ୍ତର୍ଗତ ମଙ୍ଗଳପୁରସ୍ଥିତ ମହତାବ ଉଚ୍ଚ ବିଦ୍ୟାଳୟର ପୂର୍ବତନ ହିନ୍ଦୀ ଶିକ୍ଷକ ଭାବରେ ଦୀର୍ଘ ଦିନ ଧରି କର୍ତ୍ତବ୍ୟରତ ଥିଲେ। ସେ ଏକାଧାରରେ ଜଣେ ଦକ୍ଷ କର୍ମକାଣ୍ଡବିତ ଓ ରାମଚରିତ ମାନସର ପ୍ରବକ୍ତା ଥିଲେ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking