ଯାଜପୁର (ଓଏନଏ):ଭାରତୀୟ ଚିକିତ୍ସକ ସଂଘ, ଯାଜପୁର ରୋଡ଼ ର ଦ୍ବିବାର୍ଷିକ ନିର୍ବାଚନ ଏଇ ମାସ ୧୪ ତାରିଖ ରେ ଅନୁଷ୍ଠିତ ହେଇଥିଲା l କର୍ମକର୍ତ୍ତା ନିର୍ବାଚନ କରାଯାଇଥିଲା କର୍ମ କର୍ତ୍ତା ମାନେ ୨୦୨୧ ଅପ୍ରେଲ ରୁ ୨୦୨୩ ମାର୍ଚ୍ଚ ପର୍ଯ୍ୟନ୍ତ ୨ବର୍ଷ ପାଇଁ ନିର୍ଦ୍ବନ୍ଦ୍ବରେ ନିର୍ବାଚିତ ହେଇଛନ୍ତି।
. ସଭାପତି: ଡା ନୃସିଂହ ଚରଣ ପରିଡା
.ଉପସଭାପତି: ଡା ପ୍ରଶାନ୍ତ କୁମାର ଦାସ
. ଅବୈତନିକ ସାଧାରଣ ସମ୍ପାଦକ: ଡା. ଗୌରୀ ଶଙ୍କର ଷଡ଼ଙ୍ଗୀ
. ଅବୈତନିକ ସହ ସମ୍ପାଦକ: ଡା. ବିଶ୍ବଜିତ ନାୟକ
କୋଷାଧ୍ୟକ୍ଷ: ଡା. ରୌନକ ଅଲ୍ଲୀ
. ଜାତୀୟ କାର୍ଯ୍ୟକାରିଣୀ ପରିଷଦ ସଦସ୍ୟ: ଡା. ହେମନ୍ତ କିଶୋର ସାହୁ
ରାଜ୍ୟ ପରିଷଦ ସଦସ୍ୟ :
ଡା. ଶ୍ରୀମତୀ ସୁଦେଷ୍ଣା ଷଡ଼ଙ୍ଗୀ
ଡା. ପ୍ରସନ୍ନ କୁମାର ସାହୁ
ଡା. ସୁଧାଂଶୁ ଶେଖର ସୂତାର
ଡା. ତପନ କୁମାର ସାହୁ ରାଜ୍ୟ କାର୍ଯ୍ୟକାରିଣୀ ସମିତି ସଭ୍ୟ: ଡା. ପ୍ରଦୋଷ କୁମାର ମହାପାତ୍ର
ସେବା ସଂଯୋଜକ: ଡା. ଯୁଗାନ୍ତ କୌଶିକ
ବିଦ୍ବତ ସେବା ସଂଯୋଜକ: ଡା. ଅଶୋକ ପ୍ରିୟଦର୍ଶୀ ଜେନା
ଡାକ୍ତର ପ୍ରସନ୍ନ କୁମାର ସାହୁ ନିର୍ବାଚନ ଅଧିକାରୀ ରୂପେ କାର୍ଯ୍ୟ ତୁଲାଇ ନିର୍ବାଚନ ସୁରୁଖୁରୁରେ ସମ୍ପାଦନ କରିଥିଲେ।
ଡାକ୍ତର ଗୌରୀ ଶଙ୍କର ଷଡ଼ଙ୍ଗୀ
ସମ୍ପାଦକ, ଭାରତୀୟ ଚିକିତ୍ସକ ସଂଘ ଯାଜପୁର ରୋଡ଼.ସମସ୍ତଙ୍କୁ ଧନ୍ୟବାଦ ଦେଇ ଥିଲେ l