ଯାଜପୁର : ଜିଲ୍ଲାର ବ୍ୟାସନଗର ସହର ରେ ଟ୍ରାଫିକ ନିୟତ୍ରଣ ପାଇଁ ଚୋରୋଦ ଛକ ଠାରୁ ନାହକା ବାଇପାସ୍ ପର୍ଯ୍ୟନ୍ତ ରାସ୍ତା କୁ ପ୍ରଶସ୍ତି କରଣ କରା ଯାଇଛି। ନହକା ଛକ ଠାରେ ଗୋଲେଇ ଛକ କରାଯାଇଛି ଏହି ଛକ ରେ ପ୍ରବାଦ ପୁରୁଷ ବିଜପଟନାୟକଙ୍କ ଷ୍ଟେଚୁ ନିର୍ମାଣ କରାଯାଇଛି। ପାଣି କୋଇଲି ପୂର୍ତ୍ତ ବିଭାଗ ଦ୍ଵାରା କାର୍ଯ୍ୟ ଦୁଇ ବର୍ଷ ହେଲା ଚାଲିଛି ଶେଷ ପର୍ଯ୍ୟାୟ ରେ ଗୋଲେଇ ଛକ ରେ ସ୍ଟେଚୁ ପିଣ୍ଡି ଟି ଦବି ଯିବା ସଙ୍ଗେସ୍ଥାପନ ହେଇ ଥିବ।
ବିଜୁ ବାବୁ ଙ୍କ ପ୍ରତି ମୂର୍ତ୍ତି ଟି କେତକ। ଅଂଶ ରେ ଫାଟି ଯାଇଛି ରାସ୍ତାର ଗୋଲେଇ ଛକ ନିମ୍ନ ମାନ ର କାର୍ଯ୍ୟ ହୋଇଥିବାରୁ ଏ ପରି ଅବସ୍ଥା ସୃଷ୍ଟି ହୋଇଛି। ପ୍ରଶସ୍ତି କରଣ ରାସ୍ତା କାର୍ଯ୍ୟ ଭାବ ମାପ ଅନୁସାରେ କରା ଯାଇ ନାହିଁ। ଏହା ର ତଦନ୍ତ କରା ଯିବା ଆବଶ୍ୟକ ଉଦ୍ ଘାଟନ ପୁର୍ବ ରୁ ଭାଙ୍ଗି ଯିବା ପୂର୍ତ୍ତ ବିଭାଗ ର ନିମ୍ନ ମାନ ର କାର୍ଯ୍ୟ ପଦା ରେ ପଡିଛି ପୁଣି ମରାମତି କାର୍ଯ୍ୟ ଚାଲିଚି ଫଟା କାନ୍ତ ରେ କାଦୁଅ ଲିପି ବା ସଦୂର୍ଶ ହେଉଛି କେବ ଉଦ୍ ଘାଟନ ହେବ ପ୍ରଶ୍ନ ବାଚି ସୃଷ୍ଟି କରିଛି ।