26.1 C
Bhubaneswar
Saturday, January 11, 2025
Homeଓଡିଶାଧନେଶ୍ୱର ସେବା ସମବାୟ ସମିତିର ବ୍ୟାପକ ଅନିୟମିତତା ପ୍ରତିବାଦରେ ୨୩ତାରିଖରେ ଗଣ ଅନସନ

ଧନେଶ୍ୱର ସେବା ସମବାୟ ସମିତିର ବ୍ୟାପକ ଅନିୟମିତତା ପ୍ରତିବାଦରେ ୨୩ତାରିଖରେ ଗଣ ଅନସନ

ଯାଜପୁର : ବିଭିନ୍ନ ସମବାୟ ସମିତି ଜରିଆରେ ଡ଼ାଳୁଅ ଧାନ କିଣିବା ପାଇଁ ରାଜ୍ୟ ସରକାର ଙ୍କ ନିର୍ଦ୍ଦେଶନାମା ଥିଲା । କିନ୍ତୁ ଧନେଶ୍ୱର ସେବାସମବାୟ ସମିତି ଏହି ନିର୍ଦେଶ କୁ ପାଳନ ନକରି ଚାଷୀ ମାନଙ୍କ ଧାନ କୁ କିଣିବା ପାଇଁ ମନା କରିବା ରୁ ଚାଷୀ ମାନଙ୍କ ମଧ୍ୟରେ ଆଶୋନ୍ତୋଷ ପ୍ରକାଶ ପାଇଚି । ଏହି ସମବାୟ ସମିତ ପୂର୍ଵ ରୁ ଚଞ୍ଚକତା କରି ଥିବା ରୁ ଏବେ ଚାଷୀ ମାନଙ୍କ ଧାନ କିଣୁ ନାହିଁ ଚାଷୀ ମାନେ ଧାନ ଆଣି ସମବାୟ ସମିତି ରେ ଜମା କରି ଛନ୍ତି l ବର୍ଷା ରେ ଧାନ ଭିଜୁଛି ଏହି ସମବାୟ ସମିତି ରେ ଧାନ କିଣା ଓ ଋଣ ପଦାନ କ୍ଷେତ୍ର ରେ ଅନାମିୟତା ହୋଇଛି ପ୍ରକୁତ ଚାଷୀ ଙ୍କ ଠାରୁ ଧାନ କିଣା ଯାଉ ନାହିଁ l ସମବାୟ ସମିତି ର ବ୍ୟାପକ ଧାନ କିଣା ର ଅନିୟମିତତା ପ୍ରତିବାଦରେ ଗତ ତା-୮.୬.୨୦୨୧ରେ ଚାଷୀ ମାନଙ୍କ ପକ୍ଷରୁ ଯାଜପୁର ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରାଯାଇ ଥିଲା ।,ଏ ସମ୍ପର୍କରେ ଜିଲ୍ଲା ଯୋଗାଣ ବିଭାଗ ଅଧିକାରୀଙ୍କୁ ଜଣାଇଲେ ମଧ୍ୟ କୌଣସି ସୁଫଳ ମିଳି ନଥିବାରୁ ଚାଷୀ ମାନେ ଆସନ୍ତା 23ତାରିଖ ରେ ସମବାୟ ସମିତି ମନ ମାନି ବିରୁଦ୍ଧରେ ପ୍ରତି ବାଦ କରି କୋରାଇ ବ୍ଲକ କାର୍ଯ୍ୟାଳୟ ସଂମୁଖ ରେ ଗଣ ଅନଶନ କରିବେ ଚାଷୀ ମାନଙ୍କ ର ବୈଠକ ଆଜି ଅନୁଷ୍ଠିତ ହୋଇ ଥିଲା l ସେବା ସମବାୟ ସମିତି ରେ ମାନମାନି ଧାନ କିଣା ର ଅନିୟମିତତା ସମ୍ପର୍କ ରେ ଆଲୋଚନା କରା ଯାଇ ଅନଶନ କରିବା ପାଇଁ ନିଷ୍ପତି ନିଆ ଯାଇଛି ଏହି ବୈଠକ ରେ ଚାଷୀ ବିଜୟ କୁମାର ବୋଇତାଇ,ଚୈତନ୍ୟ ବେହେରା,ରମେଶ ଚନ୍ଦ୍ର ଭୂୟାଁ,ହିମାଂଶୁ ଭୁଷଣ ବୋଇତାଇ,ମାମିନା ସାହୁ,ଜ୍ଞାନ ଶଙ୍କର ବୋଇତାଇ,ରସ୍ମିରେଖା ସାହୁ,ଅର୍ଜୁନ ସାହୁ,ଦୀପକ କୁମାର ସାହୁ ପ୍ରମୁଖ ବହୁ ଚାଷୀ କୋବିଦ ନିୟମ କୁ ମାନି ସାମାଜିକ ତା ଦୂରତା ରେ ବସି ବୈଠକ ରେ ଆଲୋଚନା କରି ଥିଲେ l ,

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking