30.1 C
Bhubaneswar
Wednesday, February 19, 2025
Homeକରୋନା ଓଡିଶାଯାଜୁରରେ କରୋନା ପୋଜେଟିଭି ସଂଖ୍ୟା ହ୍ରାସ ପାଉଛି ଟୀକା ନେବା ପାଇଁ ଚାତକ ପରି ଚାହିଁ...

ଯାଜୁରରେ କରୋନା ପୋଜେଟିଭି ସଂଖ୍ୟା ହ୍ରାସ ପାଉଛି ଟୀକା ନେବା ପାଇଁ ଚାତକ ପରି ଚାହିଁ ବସିଛନ୍ତି

ଯାଜପୁର : ଏହି ଜିଲ୍ଲା ରେ କରୋନାସଂକ୍ରମିତ ସଂଖ୍ୟା ଧୀରେ ଧୀରେ ହ୍ରାସ ପାଇଛି ବ୍ୟାସନଗର ପୌର ପରିଷଦ ରେ ପୋଜଟିଭି ସଂଖ୍ୟା ନିମ୍ନ ଗାମୀ ହେଉଛି । ପୌର ପରିଷଦ ପକ୍ଷ ରୁ କରୋନା ସଂକ୍ରମଣ ସଂଖ୍ୟା ହ୍ରାସ  କରିବା ପାଇଁ ୱ।ର୍ଡ ଗୁଡ଼ିକ ରେ ସଚେତନତା ଅଭିଯାନ ଆରମ୍ଭ ହୋଇ ଚି । ୧୩ ତାରିଖରେ ସଂକ୍ରମିତ ସଂଖ୍ୟା ୨୦ କୁ କମି ଆସିଛି। ସହର ବାସୀ ଙ୍କ ପାଇଁ ଶୁଭ ର ସଂକେତ ମିଳୁଛି। ଏହି ସହରକୁ କଲିଙ୍ଗ ନଗର ଶିଳ୍ପା ଚଞ୍ଚଳ କୁ ବିଭିନ୍ନ ସ୍ଥାନରୁ ଲୋକ ଆସୁ ଥିବାରୁ କରୋନା ମହାମାରୀ ବ୍ୟାପି ବା ର ଅନ୍ୟ କାରଣ ବୋଲି କୁହାଯାଉ ଥିଲା ସହର ବାସୀ ଆତଙ୍କିତ ଅବସ୍ଥା ରେ ରହୁ ଥିଲେ । ସଚେତନତା ଓ କୋବିଦି ନିୟମକୁ ପୌର ପରିଷଦ ଓ ପୋଲିସ୍ ପ୍ରଶାସନ ତରଫରୁ କଡା କଡ଼ି କରି କରିବା ଫଳ ରେ ସ୍ଥିତି ସୁଧୁରୁଛି ବୋଲି ପୌର ପ୍ରଶାସକ ସୂଚନା ଦେଇ ଛନ୍ତି l୧୨ ତାରିଖରେ ୩୭୦ଥିଲା ବେଳ, ୧୩ତାରିଖରେ୨୦୭ କୁ ଖସି ଆସିଛି ସୂଚନା ଅନୁସାରେ ବଡଚଣା ବ୍ଲକ ରେ ୧୩, ବରୀ ବ୍ଲକ ରେ ୧୨, ବିଞ୍ଝାରପୁର ରେ ୨୪, ଦାନଗଦି ରେ ୬, ଧର୍ମ ଶାଳ ରେ ୨୩, ଦଶରଥପୁର ରେ ୪୨, ଯାଜପୁର ବ୍ଲକ ରେ ୧୮, ଯାଜପୁର ସହର ରେ ୮, କୋରେଇ ରେ ୮, ରସଲପୂର୍ ୨୪, ସୁକିନ୍ଦା ରେ ୯, ବ୍ୟାସନଗର ପୌର ପରିଷଦ ରେ ୨୦, ମୋଟ ୨୦୭ଜଣ ସଂକ୍ରମିତ ହୋଇ ଥିବାର ରିପୋର୍ଟ ମିଳିଛି। ଟାଟା କୋବି ଦିହସ୍ପିଟାଲ ରେ ଚିକିତ୍ସା ଭଲ କରାଯାଉ ନାହିଁ ବୋଲି ଅଭିଯୋଗ ଶୁଣିବାକୁ ମିଳୁଛି। ରୋଗୀ ମାନଙ୍କୁ ଉପଯୁକ୍ତ ଯତ୍ନ ନିଆ ଯାଉନାହିଁ ବୋଳି ମୃତୁ ସଂଖ୍ୟା ବୃଦ୍ଧି ପାଉଛି ବୋଲି ଚର୍ଚ୍ଚା ହେଉଛି। ଜିଲ୍ଲା ରେ ଟିକା ପାଇଁ ପଞ୍ଚିକୁତ କରି ଲୋକ ମାନେ ଅପେକ୍ଷା କରି ବସି ଛନ୍ତି ଟୀକା କରଣ କରା ଗଲେ ସଂକ୍ରମିତ ସଂଖ୍ୟା ହ୍ରାସ ପାଇବ ବୋଲି କୁହା ଯାଉଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking