31.1 C
Bhubaneswar
Wednesday, April 29, 2026
Homeଓଡିଶାକିଟ୍ ଛାତ୍ରୀଙ୍କ ମୃତ୍ୟୁ: ରିମାଣ୍ଡରେ ଆସିବେ ଆଦବିକ୍

କିଟ୍ ଛାତ୍ରୀଙ୍କ ମୃତ୍ୟୁ: ରିମାଣ୍ଡରେ ଆସିବେ ଆଦବିକ୍

ଭୁବନେଶ୍ବର: ଭୁବନେଶ୍ବର ଇନଫୋସିଟି ଅଞ୍ଚଳରେ ଥିବା କିଟ୍ ବିଶ୍ବ ବିଦ୍ୟାଳୟରେ ନେପାଳୀ ବି-ଟେକ୍  ଛାତ୍ରୀ ପ୍ରକୃତି ଲାମ୍‌ସାଙ୍କ ମୃତ୍ୟୁର ପର୍ଦ୍ଦାଫାଶ୍  ପାଇଁ ଅଭିଯୁକ୍ତ ଆଦବିକ୍ ଶ୍ରୀବାସ୍ତବ  ରିମାଣ୍ଡରେ ଆସିବେ। ରିମାଣ୍ଡରେ ଆଣିବା ପାଇଁ ଆଜି କୋର୍ଟରେ ପୁଲିସ ପକ୍ଷରୁ ଆବେଦନ କରାଯିବ।  ଅଧିକ ପଚରା ଉଚରା ପାଇଁ ଅଭିଯୁକ୍ତକୁ ରିମାଣ୍ଡରେ ଆଣିବାକୁ  ଇନଫୋସିଟି ଥାନା ପୁଲିସ କୋର୍ଟଙ୍କ ନିକଟରେ ବୁଧବାର ଆବେଦନ କରିବ।ସେପଟେ ମୃତ ଛାତ୍ରୀଙ୍କ ନିକଟରୁ ଜବତ୍ ମୋବାଇଲ ଓ ଲ୍ୟାପଟପ୍‌ରୁ ତଥ୍ଯ ଜାଣିବା ପାଇଁ ରାଜ୍ଯ ଫରେନସିକ୍ ଲାବ୍କୁ ପଠାଯାଇଛି। ଅନ୍ୟପଟେ କିଟ୍ ଅନ୍ତର୍ଜାତୀୟ ସମ୍ପର୍କ ଅଧିକାରୀ  , ନେପାଳୀ ଛାତ୍ରୀଙ୍କୁ ଧମକ ଦେଇଥିବା ୨ ହଷ୍ଟେଲ୍ ୱାର୍ଡେନଙ୍କୁ ଜେରା କରିବା ପାଇଁ ନୋଟିସ୍ ଜାରି କରାଯାଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking