37.1 C
Bhubaneswar
Thursday, March 28, 2024
Homeକରୋନା ଓଡିଶାକରୋନା ଦ୍ୱିତୀୟ ଲହର ସମଗ୍ର ଜିଲ୍ଲା କୂ ସଂକ୍ରମଣ ଚିନ୍ତା ଘାରିଛି ଆନ୍ତ ରାଜ୍ୟ ଓ...

କରୋନା ଦ୍ୱିତୀୟ ଲହର ସମଗ୍ର ଜିଲ୍ଲା କୂ ସଂକ୍ରମଣ ଚିନ୍ତା ଘାରିଛି ଆନ୍ତ ରାଜ୍ୟ ଓ ଜିଲ୍ଲା ଆସୁ ଥିବା ସଂକ୍ରମିତ ଉପରେ ଅଙ୍କୁଶ ନାହଁ

ଯାଜପୁର(ଅଭିମନ୍ୟୁ ମିଶ୍ର ) : ଯାଜପୁର ଜିଲ୍ଲା ରେ କରୋନା ର ଦ୍ୱିତୀୟ ଲହର ଦିନ କୂ ଦିନ ସଂକ୍ରମିତ ହେବା ରେ ଲାଗିଛି l ଥମି ବା ରେ ନା ଧରୁନାହାନ୍ତି l ହାଇଦ୍ରାବାଦ, ପଶ୍ଚିମବଙ୍ଗ ସୁରାଟ ଝାରଖଣ୍ଡ ଦିଲ୍ଲୀ ଓ ଅନ୍ୟାନ୍ୟ ରାଜ୍ୟ ସମେତ ରାଉରକେଲା ଭୁବନେଶ୍ୱର କେନ୍ଦୁଝର ବାଲେଶ୍ୱର ପ୍ରଭୁତି ରୁ ଦୈନିକ ସହ ସହ ସଂଖ୍ୟା ରେ ଲୋକ ଆସୁଛନ୍ତି l ସେମାନେ ମଧ୍ୟ ରୁ ଅଧିକାଂଶ କରୋନା ସଂକ୍ରମିତ l ଜିଲ୍ଲା ପ୍ରଶାସନ ଜନପ୍ରତିନିଧି ମାନଙ୍କ ଆଙ୍କୁଶ ନଥିବାରୁ ଘରେ ରହି ଅନ୍ୟ ମାନଙ୍କ ସାଙ୍ଗରେ ମିଳାମିଶା କରିବl ଦ୍ୱାର କରୋନା ମହାମାରୀ କାୟା ବିସ୍ତାର କରୁଛି l ସେମାନଂକୁ ସଙ୍ଗ ରୋଧ ରେ ରକ୍ଷା ଯାଉ ନାହିଁ ଯେଉଁ ମାନେ ବାହାରୁ ବାହାରୁ ଆସୁ ଛନ୍ତି ଘରେ ଲୁଚି ରହୁ ଛନ୍ତି l ତଣ୍ଡା ଜ୍ୱର ହେଲେ ଡାକ୍ତର ଖାନା ନଯାଇ ମେଡ଼ିସିନ ଦୋକାନ ରୁ ଔଷଧ ଖାଉଛନ୍ତି l ଜ୍ୱର ଭଲ ନ ହଲେ ଡାକ୍ତର ଖାନା କୂ ଯାଉଛନ୍ତି l କୋବିଦ ପରୀକ୍ଷା କଲେ ପଯ୍ଏଟିଭ ବାହାରୁ ଛି ଏହି ମଧ୍ୟ୍ୟ ତାଙ୍କ ସହିତ ସଂସ୍ପର୍ଶ ଆସି ଥିବା ବ୍ୟକ୍ତି ମାନେ ସଂକ୍ରମଣ ର ଶିକାର ହେଉଛନ୍ତି l ଏହା ଦୃଷ୍ଟାନ୍ତ ଦେଖି ବାକୁ ମିଳିଛି କୋରାଇ ବ୍ଲକ ର ସାଧକପୁର ପଂଚାୟତ ରେ ଜଣେ ହାଇଦ୍ରାବାଦ ରୁ ଜଣେ ଆସି ପରିବାର କୂ ସଂକ୍ରମିତ କରି ଥିଲା 2ଜଣ ଙ୍କ ଜ୍ୱର ନିଶ୍ୱାସ ପ୍ରଶ୍ୱାସ ନ ନେଇ ପାରି ଥିବାରୁ କଟକ ଓ ଟାଟା ମେଡିକାଲ ରେ ଭର୍ତ୍ତି କରା ଯାଇ ଥିଲା ସେଠାରେ 2ଜଣ ଙ୍କ ମୃତ୍ୟୁ ଘଟିଥିଲା ଏହି ମୃତ୍ୟୁ କୂ ନେଇ ନାନା ଚର୍ଚ୍ଚା ଚାଲିଛି l ପ୍ରବାସୀ ଶ୍ରମିକ କରୋନା ଭୟ ରେ ଜିଲ୍ଲା କୂ ଆସୁଛନ୍ତି l ବର୍ତ୍ତମାନ ରମଜାନ ମାସ ଚାଲି ଥିବା ରୁ ମୁସଲମାନ ଭାଇ ମାନେ ଅନ୍ୟ ପ୍ରଦେଶ ରୁ ଫେରୁ ଛନ୍ତି ପ୍ରବାସୀ ଙ୍କ ପାଇଁ ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ବାସୀଙ୍କ ଙ୍କ ମୁଣ୍ଡ ବ୍ୟଥା କାରଣ ସାଜିଛି l ଜିଲ୍ଲାର 60ଭାଗ କୋବିଦ ନିମୟ କୂ ପାଳନ କରୁଛନ୍ତି ପ୍ରଶାସନ ପୋଲିସ ପକ୍ଷରୁ ଅନାମିୟା କୂ ସl ବl ଡ଼ କରାଯାଉଛି ସପ୍ତାହିକ ହାଟ ରେ ସାମାଜିକ ଦୂରତା ରହୁନାହିଁ l ସମଗ୍ର ଜିଲ୍ଲା ରେ କରୋନା ପ୍ରତିଷେଦକ ଟୀକା ମିଳୁନି ଲୋକ ମାନେ ଡାକ୍ତର ଖାନା କୂ ଯାଇ ଫେରୁଛନ୍ତି l ଟୀକା ଦେବା କ୍ଷେତ୍ର ରେ ପ୍ରିୟା ପ୍ରୀତି ତୋଷଣ ଉତ୍କୋଛ ନେଉ ଥିବା ର ଅଭିଯୋଗ ହେଉଛି l 2ଡୋଜ ଟୀକା ନେବା ସମୟ ହୋଇଥିଲେ ମଧ୍ୟ୍ୟ ଟୀକା ମିଳୁ ନାହଁ l ଆଜି 226ଜଣ ଙ୍କର ପୋଜେଟୀଭି ବାହାରିଛି l 27ତାରିଖ ରେ 270, 26ରେ 107, 25ରେ 237, 24ରେ 324ଜଣକ ମଧ୍ୟରେ ପଯ୍ଏଟିଭ ବାହାରି ଥିବା ର ଟେଷ୍ଟ ରୁ ଜଣାପଡିଛି l ଅନେକ କ୍ଷେତ୍ର ରେ ପ୍ରଥମେ ନେଗେଟିଭ ବାହାରୁଚି 2ୟ ଟେଷ୍ଟ ରେ ପୋଜେଟୀଭି ବାହାରିବା ନେଇ ଚିନ୍ତା ବଢ଼ାଉଛି l. ବାହାର ରାଜ୍ୟ ଓ ଅନ୍ୟ ଜିଲ୍ଲା ରୁ ଆସୁ ଥିବା ଲୋକ ମାନଂକୁ ସଙ୍ଗ ରୋଧ ରେ ରଖିବା ସେମାନଂକୁ ପୋଜେଟୀଭି ଟେଷ୍ଟ କରିବା ସଂଗେ ପଜ୍ୟାପ୍ତ ପରିମାଣ ରେ ଟୀକା କରଣ ସହିତ ସ୍ଵଛତା କରିବା ପାଇଁ ଦାବୀ ହେଉଛି l

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking