29.1 C
Bhubaneswar
Sunday, May 19, 2024
Homeଓଡିଶାରେଡ ଜୋନ ରେ ଯାଜପୁର ଜିଲ୍ଲା ଗ୍ରାମାଞ୍ଚଳ ରେ ସାମାଜିକ ଦୂରତା କୁ ଫୁ

ରେଡ ଜୋନ ରେ ଯାଜପୁର ଜିଲ୍ଲା ଗ୍ରାମାଞ୍ଚଳ ରେ ସାମାଜିକ ଦୂରତା କୁ ଫୁ

ଯାଜପୁର:  ଜିଲ୍ଲା ରେ କରୋନା ର 2 ୟ ଲହର ସମଗ୍ର ଜିଲ୍ଲା କୁ କରାୟତ କରିଛି ଆଜି କରୋନା ପଯେ ଏଟିଭ ସଂଖ୍ୟା 324ରେ ପଂହଁଚିଛି l ଆଜି ରେଡ ଜୋନ ରେ ଯୋଡ଼ି ହୋଇଛି l ଯାଜପୁର ଟାଉନ ଓ ଯାଜପୁର ରୋଡ ସହର ରେ ସଟ ଡାଉନ କୁ କଡାକଡି କରାଯାଇଛି l କିନ୍ତୁ ଗ୍ରାମାଞ୍ଚଳ ରେ ଥିବା ବିଭିନ୍ନ ଗୁରୁତ୍ୱ ପୁନ ସ୍ଥାନ ମାନଙ୍କ ରେ ସବୁଟି ଢିଲା l ସାମାଜିକ ତା ଦୁରୂତା ମାକ୍ସ ଉପରେ ଗୁରୁତ୍ୱ ଦିଆଯାଉ ନାହିଁ ସାପ୍ତାହିକ ହାଟ ଗୁଡିକ ରେ କୋବିଦ କଟକଣା ଲାଗୁ କରା ଯାଉନାହିଁ l ବାହାର ଜିଲ୍ଲା ଓ ବାହାର ରାଜ୍ୟ ରୁ କରୋନା ରେ ଆକ୍ରାନ୍ତ ହୋଇ ଘର କୁ ଫେରୁଛନ୍ତି ସେମାନ ହୋମ କ୍ୱାରେଣ୍ଟ ନରହରି ଅବାଧ ରେ ମିଳାମିଶା କରୁଛନ୍ତି ସେମାନଙ୍କ ଉପରେ ପ୍ରଶାସନ ତରଫରୁ ଆକୁନଶ ନ ଥିବା ରୁ କରୋନା ରୋଗ କାୟା ବିସ୍ତାର କରିବା ଲାଗିଛି ଗତ କାଲି କରୋନା ପଯ୍ଏଟିଭ ସଂଖ୍ୟା 133ଥିଲା ବେଲେ ଆଜି 324ରେ ପଂହଁଚିଛି ଜିଲ୍ଲା ବାସୀ ଙ୍କ ପାଇଁ ଉଦ ବେଗ କାରଣ ହୋଇଛି ଅନ୍ୟ ପକ୍ଷ ରେ ପ୍ରତିଷେଦକ ଟୀକା ପ୍ରର୍ଯ୍ୟାୟତ ପରିମାଣ ରେ ଡାକ୍ତର ଖାନା ମାନଙ୍କ ଯୋଗାଇ ଦିଆ ଯାଉ ନଥିବାରୁ ଜନ ଅସନ୍ତୋଷ ପ୍ରକାଶ ପାଉଛି l ଟୀକା ନେବା ପାଇଁ ଡାକ୍ତର ଖାନା ରେ ଲମ୍ବା ଧାଡି ଲାଗୁଚି ଟୀକା ସରି ଯାଇଛି ବୋଲି ଉତ୍ତର ମିଳୁଛି l ପ୍ରଶାସନ ପକ୍ଷ ରୁ କୋବିଦ ନିୟମ କୁ କଡାକଡି ପାଳନକରିବା ପାଇଁ କଠୋର ପଦକ୍ଷେପ ନେବା ସହ ପ୍ରର୍ଯ୍ୟାୟତ ପରିମାଣ ରେ ଟୀକା ଦେବା ପାଇଁ ଦାବି ହେଉଛି lସମଗ୍ର ଜିଲ୍ଲାର ବ୍ଲକ ଓ ପୋୖରା ଅଞ୍ଚଳ ରେ ପଯେଟିଭ ସଂଖ୍ୟା ବଢ଼ିବାରେ ଲାଗିଛି।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking