32.1 C
Bhubaneswar
Sunday, April 28, 2024
Homeଓଡିଶାବ୍ୟାସନଗର ସ୍ଵୟଂଶାସିତ ମହାବିଦ୍ୟାଳୟ ର ପରିଚାଳନା କମିଟି ସଭାପତି ହେଲେ ଶ୍ରୀଯୁକ୍ତ ପ୍ରଦୀପ କୁମାର ବିଶ୍ବାଳ

ବ୍ୟାସନଗର ସ୍ଵୟଂଶାସିତ ମହାବିଦ୍ୟାଳୟ ର ପରିଚାଳନା କମିଟି ସଭାପତି ହେଲେ ଶ୍ରୀଯୁକ୍ତ ପ୍ରଦୀପ କୁମାର ବିଶ୍ବାଳ

ଯାଜପୁର – ବ୍ୟାସନଗର ସ୍ୱୟଂ ଶାସିତ ମହାବିଦ୍ୟାଳୟ ର ପରିଚାଳନା କମିଟିକୁ ନେଇ ଚାଲିଥିବା କଳ୍ପନା ଯାପନ ର ଅବସାନ ଘଟିଲା ।ଓଡ଼ିଶା ସରକାର ଙ୍କ ଉଚ୍ଚଶିକ୍ଷା ବିଭାଗ ଦ୍ଵାରା ବ୍ୟାସନଗର ସ୍ଵୟଂଶାସିତ ମହାବିଦ୍ୟାଳୟ ର ପରିଚାଳନା କମିଟି ଗଠିତ ହୋଇଛି l ଏହି ପରିପ୍ରେକ୍ଷୀରେ ମୋଟ ୧୨ ଜଣ ସଦସ୍ୟଙ୍କୁ ମନୋନୀତ କରାଯାଇଛି l ଶ୍ରୀଯୁକ୍ତ ପ୍ରଦୀପ କୁମାର ବିଶ୍ବାଳ ଙ୍କୁ ପରିଚାଳନା ସଭାପତି ଭାବେ ଦାୟିତ୍ବ ପ୍ରଦାନ କରାଯାଇଛି l ଶ୍ରୀଯୁକ୍ତ ବିଶ୍ଵାଳ ଜଣେ ସୁଦକ୍ଷ ପ୍ରଶାସନିକ ଅଧିକାରୀ ଓ ପ୍ରଶାସକ, ଉଚ୍ଚ କୋଟିର କବି ଭାବରେ ଖୁବ୍ ଜଣାଶୁଣା ବ୍ୟକ୍ତିତ୍ଵ l ସେ ଯାଜପୁର ଜିଲ୍ଲା ଅନ୍ତର୍ଗତ ଦାନଗଦି ବ୍ଲକ, ରାଛିପୁର ଗ୍ରାମର I ଏହା ବ୍ୟତୀତ ଅନ୍ୟମାନଙ୍କ ମଧ୍ୟରେ ଶ୍ରୀ ତରୁଣ କୁମାର ଦାସ ଅବସର ପ୍ରାପ୍ତ ପ୍ରଶାସନିକ ଅଧିକାରୀ, ଯାଜପୁର ରୋଡ଼), ଶ୍ରୀ ରସାନନ୍ଦ ମହାନ୍ତି ପୃର୍ବ ତନ ନାଗର ପାଳ, ବରିଷ୍ଠ ଆଇନ ଜୀବି ଶ୍ରୀ ପ୍ରଫୁଲ୍ଲ କୁମାର ସାମଲ (, ଯାଜପୁର ରୋଡ଼),ପୂର୍ବ ତନ ପୌର ଅଧକ୍ଷା

ଶ୍ରୀମତୀ ସରୋଜିନୀ ବଳ (ଅଫିସ୍ କଲୋନୀ, ଫେରୋକ୍ରୋମ, ଯାଜପୁର ରୋଡ଼), ଶ୍ରୀ ଶଶିଭୂଷଣ ଏସ୍ ଉପାଧ୍ୟାୟ (residents director Jindal stainless steel), ଡଃ. ବିନୋଦ ବିହାରୀ ସାହୁ (ରିଡର ବୋଟନୀ = Botany )V. N. AutoCollage Jajapur Road), ଡଃ. କୃଷ୍ଣ ଚନ୍ଦ୍ର ପ୍ରଧାନ ରିଡର ଇଂରାଜୀ (Reader in English V. N. AutoCollage Jajapur Road), UGC ମେମ୍ବର, , ରାଜ୍ଯ ସରକାର ଙ୍କ ପ୍ରତିନିଧି ସଦସ୍ୟ, ଶ୍ରୀ ଶିବ ଚରଣ ମାଝୀ ଅଧକ୍ଷ (PrincipalAutoCollage Jajapur Road),.ଏହି ମହାବିଦ୍ୟାଳୟ ର ବହୁ ବେନିୟମ ଦୃନୀତି ହୋଇଛି ୟୁ ଜି ସି ଅନୁଦାନ 4ବର୍ଷ ହେଲା ବନ୍ଦ ହୋଇଛି ନୂତନ ପରିଚାଳନା କମିଟି ରେ ଅଭିନଜ୍ଞ ପ୍ରଶାସନିକ ଅଧିକାରୀ ମାନ ଙ୍କୁ ନିଯୁକ୍ତ ମିଳି ଥିବାରୁ ମହାବିଦ୍ୟାଳୟ ର ବିକାଶ ହେବବୋଲି ଯାଜପୁର ରୋଡ ବାସି ବହୁ ଆଶା ରଖି ଛନ୍ତି l

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking