ଯାଜପୁର : ପଣ୍ଡିତ ଭୂପତିଭୂଷଣ ମିଶ୍ର ଙ୍କ ଦ୍ୱାରା ଲିଖିତ ଓ ସଂଯୋଜିତ ଏକ ବର୍ଦ୍ଧକ କୁଇଜ ପୁସ୍ତକ ବିରଜା କ୍ଷେତ୍ର ଆଜ୍ଞା ମାଳା ଉପଜିଲ୍ଲା ପାଳ ଜୋତିଶଙ୍କର ମହାପାତ୍ର ଦ୍ୱାରା ଲୋକlପିତହୋଇ ଛି l. ଶୁକ୍ରବାର ପୂର୍ବାହ୍ନ ରେ ଉପ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ପରିସର ଏହି ପୁସ୍ତକ ଉନ୍ମୋଚନ କରି ଉପଜିଲ୍ଲାପାଳ ଶ୍ରୀ ମହାପାତ୍ର କହିଲେ ଯେ ଏହି ପୁସ୍ତକ ଦ୍ୱାରା ବିରଜା କ୍ଷେତ୍ର ସମ୍ପର୍କ ରେ ପାଠକ ମାନେ ଅନେକ ତଥ୍ୟ ପାଇ ପାରିବେ ଓ ପାଠକ ମାନଙ୍କ ଦ୍ୱାରା ଅlଦୂତ. ହେବ l ପୁସ୍ତକ ଟି ସଂକ୍ଷିପ୍ତ ହେଲେ ମଧ୍ୟ ପୁସ୍ତକ ରେ ଅନେକ ଉପାଦେୟ ଓ ଜ୍ଞାନ ବର୍ଦ୍ଧକ ପୁସ୍ତକ l ବୋଲି ସେ କହିଥିଲେ l ଶିକ୍ଷା ବିତ ତଥା ପଣ୍ଡିତ ଶ୍ରୀ ମିଶ୍ର ପୁସ୍ତକ ଟି ରେ ମା ବିରଜା ମା ବିରଜା କ୍ଷେତ୍ର ଓ ଯାଜପୁର ସମ୍ପର୍କ ରେ କେତକ କୁଇଜ ପ୍ରଶ୍ନ ଉତ୍ତର କରାଯାଇଛି l ଯାହା ସବୁ ବର୍ଗ ର ଜିଜ୍ଞାସୁ ମାନଙ୍କ ପାଇଁ ଉପାଦେୟ ହୋଇ ପାରିବ ବୋଲି କହିଥିଲେ l ବିଶେଷ କରି ବର୍ତ୍ତମାନ ର ପିଢ଼ି ଯେଉଁ ମାନେ ବିରଜା କ୍ଷେତ୍ର ସମ୍ପର୍କ ରେ ସମ୍ପୂର୍ଣ ଅଂଜ୍ଞ ଏହି ପୁସ୍ତକ ସେମାନଙ୍କ ପାଇଁ ବିଶେଷ ସାହାଯ୍ୟ କରିପା ରିବା ବୋଲି ସେ କହିଥିଲେ l ବିରଜା ସଂକୃତି ପଚାର ସମିତି ର ଉପସଭାପତି ବରିଷ୍ଠ ଆଇନ ଜୀବି ବିବେକାନନ୍ଦ ମହାନ୍ତି ପଣ୍ଡିତ ଶ୍ରୀମିଶ୍ର ଙ୍କ ଉତ୍ତମ ପ୍ରୟାସ ଯାହା କି ମା ବିରଜା କ୍ଷେତ୍ର ଓ ବିରଜାକ୍ଷେତ୍ର କୂ ଅଧିକ ଲୋକାଭିମୁକି କରିପାରିବ ବୋଲି ସେ କହିଥିଲେ lଓ ଉନ୍ମୋଚନ ପାଇଁ ସମସ୍ତ ଙ୍କୁ ଧନ୍ୟବାଦ ଅପର୍ଣ କରିଥିଲେ l. ଏହି କାର୍ଯ୍ୟକ୍ରମ ରେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ତଥା ସଂକୃତି ଅଧିକାରୀ ସନ୍ତୋଷ କୁମାର ସେଠି ଉପସ୍ଥିତ ଥିଲେ l