30.2 C
Bhubaneswar
Friday, June 19, 2026
Homeଓଡିଶାକଟକର ନୂଆ ଡିସିପି ଭାବେ ଯୋଗଦେଲେ ଜଗମୋହନ ମିନା

କଟକର ନୂଆ ଡିସିପି ଭାବେ ଯୋଗଦେଲେ ଜଗମୋହନ ମିନା

କଟକ: କଟକର ନୂଆ ଡିସିପି ଭାବେ ଆଜି ଦାୟିତ୍ୱ ଗ୍ରହଣ କରିଛନ୍ତି ଆଇପିଏସ୍‌‌ ଜଗମୋହନ ମିନା। ଦାୟିତ୍ୱ ଗ୍ରହଣ କରିବା ପରେ କାର୍ଯ୍ୟ ଆରମ୍ଭ କରିଛନ୍ତି। ଗଣମାଧ୍ୟମରେ ପ୍ରିକ୍ରିୟା ଦେଇ ଡିସିପି ଜଗମୋହନ ମିନା କହିଛନ୍ତି ଯେ ହ୍ୱାଟ୍ସଆପରେ ଲୋକମାନେ ଅଭିଯୋଗ ଜଣାଇ ପାରିବେ। ଲୋକଙ୍କ ଅଭିଯୋଗକୁ ଗୁରୁତ୍ୱ ଦେବା ସହ ଥାନାକୁ ଆସୁଥିବା ଲୋକଙ୍କୁ ଉତ୍ତମ ବ୍ୟବହାର ଉପରେ ଗୁରୁତ୍ୱ ଦିଆଯିବ ବୋଲି ଡିସିପି କହିଛନ୍ତି। ପୁଲିସ ପ୍ରକ୍ରିୟା ସମୟକୁ କମ କରାଯିବ। ପୁଲିସକୁ ସଫ୍ଟ ସ୍କିଲ ଟ୍ରେନିଂ ଦିଆଯିବା ସହ ଅନଲାଇନ କୋର୍ସ ଉପରେ ଗୁରୁତ୍ୱ ଦିଆଯିବ। ଏହାସହିତ ସହରରେ ଶାନ୍ତିଶୃଙ୍ଖଳା ଉପରେ ବିଶେଷ ଗୁରୁତ୍ୱ ରହିବ ବୋଲି ଜଗମୋହନ ମିନା କହିଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking