30.1 C
Bhubaneswar
Monday, May 20, 2024
Homeଓଡିଶାସଚିବଙ୍କ ପାଇଁ ଅଣ୍ଟା ଭିଡିବା ଦୁର୍ଭାଗ୍ୟଜନକ: ନାଉରୀ ନାଏକ

ସଚିବଙ୍କ ପାଇଁ ଅଣ୍ଟା ଭିଡିବା ଦୁର୍ଭାଗ୍ୟଜନକ: ନାଉରୀ ନାଏକ

ଭୁବନେଶ୍ୱର: ୫ଟି ସଚିବଙ୍କ ଗସ୍ତକୁ ବିଜେପି ନେତା ନାଉରୀ ନାଏକଙ୍କ ଟାର୍ଗେଟ । ସଚିବ ଅଗଣତାନ୍ତ୍ରିକ ଭାବେ ଦାଦାଗିରି କଲାଭଳି ହେଲିକପ୍‌ଟରରେ ବୁଲଛନ୍ତି । ବିରୋଧୀ ପ୍ରଶ୍ନ ଉଠାଇଲେ ସଚିବଙ୍କ ପାଇଁ ମନ୍ତ୍ରୀ ଉତ୍ତର ରଖୁଛନ୍ତି ।  ଜଣେ ସଚିବଙ୍କ ପାଇଁ ମନ୍ତ୍ରୀ ଅଣ୍ଟାଭିଡି ବାହାରିବା ଦୁର୍ଭାଗ୍ୟଜନକ । ମୁଖ୍ୟମନ୍ତ୍ରୀ ନିଜେ କିଛି କରିପାରୁନାହାନ୍ତି କି କିଛି ନିଷ୍ପତ୍ତି ମଧ୍ୟ ନିଜେ ନେଇପାରୁନାହାନ୍ତି । ତାଙ୍କ ନେତାମାନଙ୍କ ମୁଖ୍ୟମନ୍ତ୍ରୀଙ୍କ ପାଖକୁ ଯିବାର ସାହସ ନାହିଁ । ରାଜ୍ୟବାସୀ ସବୁ ଦେଖୁଛନ୍ତି ଉଚିତ୍ ସମୟରେ ସବୁ ଜବାବ ମିଳିବ ବୋଲି ଗଣମାଧ୍ୟମ ଆଗରେ କହିଛନ୍ତି ନାଉରୀ ।

ହୋର୍ଡିଂକୁ ନେଇ ବିଜେପି-ବିଜେଡି ମୁହାଁମୁହିଁ

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking