32.1 C
Bhubaneswar
Friday, October 18, 2024
Homeଓଡିଶାଆଇଟି ରେଡ : ଟିଟିଲାଗଡରୁ ମିଳିଲା ୧୧ କୋଟି

ଆଇଟି ରେଡ : ଟିଟିଲାଗଡରୁ ମିଳିଲା ୧୧ କୋଟି

ଟିଟିଲାଗଡ : ଟିଟିଲାଗଡର ଏସବିଆଇ ମୁଖ୍ୟ ଶାଖାରେ ଟଙ୍କା ଗଣତି ଶେଷ । ଗଣତି ଶେଷ ନେଇ ସମ୍ବଲପୁର ଏସବିଆଇ ଉପମହପ୍ରବନ୍ଧକଙ୍କ ସୂଚନା । ଟିଟିଲାଗଡର ଏସବିଆଇରେ ଗଣତିରୁ ମିଳିଛି ମୋଟ୍  ୧୧ କୋଟି ଟଙ୍କା । ଗଣତି ଟଙ୍କା ମଧ୍ୟରେ ଡୁପ୍ଲିକେଟ କିମ୍ବା ୨ ହଜାର ଟଙ୍କିଆ ନାହିଁ । ଗଣତି ଟଙ୍କା ମଧ୍ୟରେ ଅଛି କେବଳ ୫୦୦,୨୦୦ ଓ ୧୦୦ ଟଙ୍କିଆ । ବଲାଙ୍ଗିର ଓ ସମ୍ବଲପୁର ମୁଖ୍ୟ ଶାଖାରେ ଟଙ୍କା ଗଣତି ଚାଲିଛି । ବର୍ତ୍ତମାନ ସୁଦ୍ଧା ମୋଟ ୫୦ କୋଟି ଟଙ୍କା ଗଣତି ସରିଗଲାଣି । ଆସନ୍ତା କଲି ସୁଦ୍ଧା ଗଣତି ସରିଯିବ ବୋଲି ଆଶା । ବିଭିନ୍ନ ସ୍ଥାନରୁ ୧୫ ମେସିନ୍ ଓ ୧୦ କର୍ମଚାରୀ ମଗାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking