27.1 C
Bhubaneswar
Friday, November 22, 2024
Homeଓଡିଶାସାଇବର ଲୁଟେରାଙ୍କ ଜାଲରେ ଆଇପିଏସ ଅଧିକାରୀ

ସାଇବର ଲୁଟେରାଙ୍କ ଜାଲରେ ଆଇପିଏସ ଅଧିକାରୀ

ଭୁବନେଶ୍ୱର : ବରିଷ୍ଠ ଆଇପିଏସ ଅଫିସରଙ୍କୁ ବି ଛାଡ଼ିଲେନି ସାଇବର ଲୁଟେରା। ଅବକାରୀ କମିଶନରଙ୍କ ନାଁରେ ଫେକ୍ ଫେସବୁକ୍ ଆଇଡି ଖୋଲି ଲୁଟୁଛନ୍ତି ଟଙ୍କା । ଅବକାରୀ କମିଶନର ତଥା ବରିଷ୍ଠ ଆଇପିଏସ ଅଧିକାରୀ ନରସିଂହ ଭୋଳଙ୍କ ନାଁରେ ଫେକ୍ ଫେସବୁକ୍ ଆଇଡି ଖୋଲାଯାଇଛି । ଫେକ୍‌ ଫେସବୁକ୍ ଆଇଡି ଜରିଆରେ ୧ ଲକ୍ଷ ୩୫ ହାଜର ଟଙ୍କା ଲୁଟି ସାରିଲେଣି ସାଇବର ଲୁଟେରା। ନରସିଂହ ଭୋଳଙ୍କ ଫେସବୁକ୍ ସାଙ୍ଗଙ୍କଠାରୁ ସାଇବର ଲୁଟେରା ଏଭଳି ଲୁଟୁଛନ୍ତି । ଏନେଇ ଫେସବୁକରେ ସୂଚନା ଦେଇଛନ୍ତି ନିଜେ ନରସିଂହ ଭୋଳ । ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking