19.1 C
Bhubaneswar
Friday, January 10, 2025
Homeଖେଳଆଇପିଏଲ ୨୦୨୦ ମ୍ୟାଚର ସ୍ଥାନ ,ସମୟ ଓ ଟିମ୍ ବିଷୟରେ ଜାଣନ୍ତୁ...

ଆଇପିଏଲ ୨୦୨୦ ମ୍ୟାଚର ସ୍ଥାନ ,ସମୟ ଓ ଟିମ୍ ବିଷୟରେ ଜାଣନ୍ତୁ…

ମୁମ୍ବାଇ : କ୍ରିକେଟପ୍ରେମୀଙ୍କ ପାଇଁ ଖୁସି ଖବର ଆସିଯାଇଛି । ଶେଷରେ ଆରମ୍ଭ ହେବାକୁ ଯାଉଛି ଆଇପିଏଲ ୨୦୨୦ । ଭାରତୀୟ ନିୟନ୍ତ୍ରଣ ବୋର୍ଡ ଦ୍ୱାରା ପରିଚାଳିତ ହେଉଥିବା ଇଣ୍ଡିଆନ ପ୍ରିମିୟର ଲିଗ ଏକ ଟ୍ୱେଣ୍ଟି -୨୦ ଟ୍ୱେଣ୍ଟି-୨୦ ପ୍ରତିଯୋଗୀତା ଅଟେ । କରୋନା ବନ୍ଦ ଥିବା ଆଇପିଏଲ ଶେଷରେ ଅନୁଷ୍ଠିତ ହେବାକୁ ଯାଉଛି । ଯାହାକୁ ଏହି ମୁହୂର୍ତ୍ତର ଅପେକ୍ଷା ଥିଲା ଶେଷରେ ଏହା ଆସି ପହଂଚିଯାଇଛି । ପ୍ରଥମ ମୁକାବିଲା ଚେନ୍ନାଇ-ମୁମ୍ବାଇ ମଧ୍ୟରେ ହେବାକୁ ଯାଉଛି । ୧୯ ସେପ୍ଟେମ୍ବର ସନ୍ଧ୍ୟା ସାଢେ ୭ଟାରେ ଏହା ଅନୁଷ୍ଠିତ ହେବ । ତେବେ ଚଳିତ ବର୍ଷ ମହାମାରୀ କରୋନା ପାଇଁ ଚେନ୍ନାଇର ୧୨ ଜଣ ସଦସ୍ୟ କରୋନା ଆକ୍ରାନ୍ତ ହେବା ପରେ ଆଶା ଆଶଙ୍କା ମଧ୍ୟରେ ରହିଥିଲା ଆଇପିଏଲ ସିଜିନ ଚଳିତ ବର୍ଷ ଅନୁଷ୍ଠିତ ହେବ କି ନାହିଁ । ବିସିସିଆଇ ଏହାକୁ ବନ୍ଦ କରିବା ପାଇଁ ମଧ୍ୟ ନିଷ୍ପତ୍ତି ନେଇଥାନ୍ତେ । ହେଲେ ସେପରି କିଛି ହୋଇନାହିଁ ।

ଚଳିତ ବର୍ଷ ଆଇପିଏଲ୍ କରୋନା କାରଣରୁ ୟୁନାଇଟେଡ଼ ଆରବ ଏମିରେଟ୍ସରେ ଅନୁଷ୍ଠିତ ହେଉଛି । ୟୁଏଇର ୩ ସହର ସାରଜା, ଦୁବାଇ ଓ ଆବୁଧାବୀରେ ସମସ୍ତ ମ୍ୟାଚ ଖେଳାଯିବ । କ୍ରୀଡ଼ା ସୂଚୀ ଅନୁସାରେ ଦୁବାଇରେ ୨୪, ଆବୁଧାବୀରେ ୨୦ ଓ ସାରଜାରେ ୧୨ଟି ମ୍ୟାଚ ଅନୁଷ୍ଠିତ ହେବ ।ଆଇପିଏଲ୍ ଇତିହାସରେ ପ୍ରଥମଥର ପାଇଁ ଫାଇନାଲ ରବିବାର ବଦଳରେ ମଙ୍ଗଳବାର କରାଯିବାକୁ ଚଳିତ ବର୍ଷ ନିଷ୍ପତ୍ତି ହୋଇଛି । ଟୁର୍ଣ୍ଣାମେଣ୍ଟରେ ୧୦ଟି ଡ଼ବଲ ହେଡ଼ର ଅର୍ଥାତ୍ ଦିନକୁ ୨ଟି ଲେଖାଏଁ ମ୍ୟାଚ ୧୦ ଦିନ ରଖାଯାଇଛି । ସେହିପରି ପୂର୍ବରୁ ସାଧାରଣତଃ ଆଇପିଏଲ୍ ଅପରାହ୍ନ ୪ଟା ଓ ରାତି ୮ଟାରେ ଅନୁଷ୍ଠିତ ହେଉଥିବାବେଳେ ଚଳିତ ବର୍ଷ ଏହି ସମୟ ଅବଧି ଅଧଘଣ୍ଟା ପୂର୍ବରୁ ଧାର୍ଯ୍ୟ କରିଛନ୍ତି । ଅପରାହ୍ନ ୪ଟା ବଦଳରେ ୩.୩୦ ଓ ରାତି ୮ଟା ବଦଳରେ ୭.୩୦ ମିନିଟରେ ଖେଳ ଆରମ୍ଭ ହେବ ।ଅପରପକ୍ଷରେ ଚଳିତ ବର୍ଷ ଆଇପିଏଲ ଗଭର୍ଣିଂ କାଉନସିଲ କରୋନା ଯୋଗୁଁ ଦଳରେ ୨୪ ଜଣ ଖେଳାଳି ସାମିଲ କରିବାକୁ ଅନୁମତି ଦେଇଛି ।

ମ୍ୟାଚ :
୧୯ ସେପ୍ଟେମ୍ବର ୨୦୨୦
୧୯:୩୦ (ଡି/ ଏନ)
ମୁମ୍ବାଇ ଇଣ୍ଡିଆନ୍ସ ଭର୍ସେସ ଚେନ୍ନାଇ ସୁପର କିଙ୍ଗସ୍
ଶେଖ ଜାଏଦ କ୍ରିକେଟ୍ ଷ୍ଟାଡିୟମ୍, ଆବୁଧାବି
୨୦ ସେପ୍ଟେମ୍ବର ୨୦୨୦
୧୯:୩୦ (ଡି/ ଏନ)
ଦିଲ୍ଲୀ କ୍ୟାପିଟାଲ ଭର୍ସେସ କିଙ୍ଗସ ଏକାଦଶ ପଞ୍ଜାବ
ଦୁବାଇ ଇଣ୍ଟରନ୍ୟାସନାଲ କ୍ରିକେଟ୍ ଷ୍ଟାଡିୟମ୍, ଦୁବାଇ
୨୧ ସେପ୍ଟେମ୍ବର ୨୦୨୦
୧୯ː୩୦ (ଡି/ ଏନ)
ସନରାଇଜର୍ସ ହାଇଦ୍ରାବାଦ ଭର୍ସେସ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର
ଦୁବାଇ ଇଣ୍ଟରନ୍ୟାସନାଲ କ୍ରିକେଟ୍ ଷ୍ଟାଡିୟମ୍, ଦୁବାଇ
୨୨ ସେପ୍ଟେମ୍ବର ୨୦୨୦
୧୯ː୩୦ (ଡି/ ଏନ)
ରାଜସ୍ଥାନ ରୟାଲ୍ସ ଭର୍ସେସ ଚେନ୍ନାଇ ସୁପର କିଙ୍ଗ୍ସ
ଶାରଜା କ୍ରିକେଟ୍ ଷ୍ଟାଡିୟମ୍, ଶାରଜା
୨୩ ସେପ୍ଟେମ୍ବର ୨୦୨୦
୧୯ː୩୦ (ଡି/ ଏନ)
କୋଲକାତା ନାଇଟ୍ ରାଇଡର୍ସ ଭର୍ସେସ ମୁମ୍ବାଇ ଇଣ୍ଡିଆନ୍ସ
ଶେଖ ଜାଏଦ କ୍ରିକେଟ୍ ଷ୍ଟାଡିୟମ୍, ଆବୁଧାବି
୨୪ ସେପ୍ଟେମ୍ବର ୨୦୨୦
୧୯ː୩୦ (ଡି/ ଏନ)
କିଙ୍ଗସ ଏକାଦଶ ପଞ୍ଜାବ ଭର୍ସେସ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର
ଦୁବାଇ ଇଣ୍ଟରନ୍ୟାସନାଲ କ୍ରିକେଟ୍ ଷ୍ଟାଡିୟମ୍, ଦୁବାଇ
୨୫ ସେପ୍ଟେମ୍ବର ୨୦୨୦
୧୯ː୩୦ (ଡି/ ଏନ)
ଚେନ୍ନାଇ ସୁପର କିଙ୍ଗ୍ସ ଭର୍ସେସ ଦିଲ୍ଲୀ ରାଜଧାନୀ
ଦୁବାଇ ଇଣ୍ଟରନ୍ୟାସନାଲ କ୍ରିକେଟ୍ ଷ୍ଟାଡିୟମ୍, ଦୁବାଇ
୨୬ ସେପ୍ଟେମ୍ବର ୨୦୨୦
୧୯ː୩୦ (ଡି/ ଏନ)
କୋଲକାତା ନାଇଟ୍ ରାଇଡର୍ସ ଭର୍ସେସ ସନରାଇଜର୍ସ ହାଇଦ୍ରାବାଦ
ଶେଖ ଜାଏଦ କ୍ରିକେଟ୍ ଷ୍ଟାଡିୟମ୍, ଆବୁଧାବି
୨୭ ସେପ୍ଟେମ୍ବର ୨୦୨୦
୧୯ː୩୦ (ଡି/ ଏନ)
ରାଜସ୍ଥାନ ରୟାଲ୍ସ ଭର୍ସେସ କିଙ୍ଗସ ଏକାଦଶ ପଞ୍ଜାବ
ଶାରଜା କ୍ରିକେଟ୍ ଷ୍ଟାଡିୟମ୍, ଶାରଜା
୨୮ ସେପ୍ଟେମ୍ବର ୨୦୨୦
୧୯ː୩୦ (ଡି/ ଏନ)ସ୍କୋରକାର୍ଡ
ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଭର୍ସେସ ମୁମ୍ବାଇ ଇଣ୍ଡିଆନ୍ସ
ଦୁବାଇ ଇଣ୍ଟରନ୍ୟାସନାଲ କ୍ରିକେଟ୍ ଷ୍ଟାଡିୟମ୍, ଦୁବାଇ
୨୯ ସେପ୍ଟେମ୍ବର ୨୦୨୦
୧୯ː୩୦ (ଡି/ ଏନ)
ଦିଲ୍ଲୀ ରାଜଧାନୀ ଭର୍ସେସ ସନରାଇଜର୍ସ ହାଇଦ୍ରାବାଦ
ଶେଖ ଜାଏଦ କ୍ରିକେଟ୍ ଷ୍ଟାଡିୟମ୍, ଆବୁଧାବି
୩୦ ସେପ୍ଟେମ୍ବର ୨୦୨୦
୧୯ː୩୦ (ଡି/ ଏନ)
ରାଜସ୍ଥାନ ରୟାଲ୍ସ ଭର୍ସେସ କୋଲକାତା ନାଇଟ୍ ରାଇଡର୍ସ
ଦୁବାଇ ଇଣ୍ଟରନ୍ୟାସନାଲ କ୍ରିକେଟ୍ ଷ୍ଟାଡିୟମ୍, ଦୁବାଇ
୧ ଅକ୍ଟୋବର ୨୦୨୦
୧୯ː୩୦ (ଡି/ ଏନ)
କିଙ୍ଗସ ଏକାଦଶ ପଞ୍ଜାବ ଭର୍ସେସ ମୁମ୍ବାଇ ଇଣ୍ଡିଆନ୍ସ
ଶେଖ ଜାଏଦ କ୍ରିକେଟ୍ ଷ୍ଟାଡିୟମ୍, ଆବୁଧାବି
୨ ଅକ୍ଟୋବର ୨୦୨୦
୧୯ː୩୦ (ଡି/ ଏନ)
ଚେନ୍ନାଇ ସୁପର କିଙ୍ଗ୍ସ ଭର୍ସେସ ସନରାଇଜର୍ସ ହାଇଦ୍ରାବାଦ
ଦୁବାଇ ଇଣ୍ଟରନ୍ୟାସନାଲ କ୍ରିକେଟ୍ ଷ୍ଟାଡିୟମ୍, ଦୁବାଇ
୩ ଅକ୍ଟୋବର ୨୦୨୦
୧୫ː୩୦ (ଡି/ ଏନ)
ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଭର୍ସେସ ରାଜସ୍ଥାନ ରୟାଲ୍ସ
ଶେଖ ଜାଏଦ କ୍ରିକେଟ୍ ଷ୍ଟାଡିୟମ୍, ଆବୁଧାବି
୩ ଅକ୍ଟୋବର ୨୦୨୦
୧୯ː୩୦ (ଡି/ ଏନ)
ଦିଲ୍ଲୀ ରାଜଧାନୀ ଭର୍ସେସ କୋଲକାତା ନାଇଟ୍ ରାଇଡର୍ସ
ଶାରଜା କ୍ରିକେଟ୍ ଷ୍ଟାଡିୟମ୍, ଶାରଜା
୪ ଅକ୍ଟୋବର ୨୦୨୦
୧୫ː୩୦ (ଡି/ ଏନ)
ମୁମ୍ବାଇ ଇଣ୍ଡିଆନ୍ସ ଭର୍ସେସ ସନରାଇଜର୍ସ ହାଇଦ୍ରାବାଦ
ଶାରଜା କ୍ରିକେଟ୍ ଷ୍ଟାଡିୟମ୍, ଶାରଜା
୪ ଅକ୍ଟୋବର ୨୦୨୦
୧୯ː୩୦ (ଡି/ ଏନ)
କିଙ୍ଗସ ଏକାଦଶ ପଞ୍ଜାବ ଭର୍ସେସ ଚେନ୍ନାଇ ସୁପର କିଙ୍ଗସ୍
ଦୁବାଇ ଇଣ୍ଟରନ୍ୟାସନାଲ କ୍ରିକେଟ୍ ଷ୍ଟାଡିୟମ୍, ଦୁବାଇ
୫ ଅକ୍ଟୋବର ୨୦୨୦
୧୯ː୩୦ (ଡି/ ଏନ)
ଦିଲ୍ଲୀ ରାଜଧାନୀ ଭର୍ସେସ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର
ଦୁବାଇ ଇଣ୍ଟରନ୍ୟାସନାଲ କ୍ରିକେଟ୍ ଷ୍ଟାଡିୟମ୍, ଦୁବାଇ
୬ ଅକ୍ଟୋବର ୨୦୨୦
୧୯ː୩୦ (ଡି/ ଏନ)
ମୁମ୍ବାଇ ଇଣ୍ଡିଆନ୍ସ ଭର୍ସେସ ରାଜସ୍ଥାନ ରୟାଲ୍ସ
ଶେଖ ଜାଏଦ କ୍ରିକେଟ୍ ଷ୍ଟାଡିୟମ୍, ଆବୁଧାବି
୭ ଅକ୍ଟୋବର ୨୦୨୦
୧୯ː୩୦ (ଡି/ ଏନ)
ଚେନ୍ନାଇ ସୁପର କିଙ୍ଗ୍ସ ଭର୍ସେସ କୋଲକାତା ନାଇଟ୍ ରାଇଡର୍ସ
ଶେଖ ଜାଏଦ କ୍ରିକେଟ୍ ଷ୍ଟାଡିୟମ୍, ଆବୁଧାବି
୮ ଅକ୍ଟୋବର ୨୦୨୦
୧୯ː୩୦ (ଡି/ ଏନ)
କିଙ୍ଗସ ଏକାଦଶ ପଞ୍ଜାବ ଭର୍ସେସ ସନରାଇଜର୍ସ ହାଇଦ୍ରାବାଦ
ଦୁବାଇ ଇଣ୍ଟରନ୍ୟାସନାଲ କ୍ରିକେଟ୍ ଷ୍ଟାଡିୟମ୍, ଦୁବାଇ
୯ ଅକ୍ଟୋବର ୨୦୨୦
୧୯ː୩୦ (ଡି/ ଏନ)
ଦିଲ୍ଲୀ ରାଜଧାନୀ ଭର୍ସେସ ରାଜସ୍ଥାନ ରୟାଲ୍ସ
ଶାରଜା କ୍ରିକେଟ୍ ଷ୍ଟାଡିୟମ୍, ଶାରଜା
୧୦ ଅକ୍ଟୋବର ୨୦୨୦
୧୫ː୩୦ (ଡି/ ଏନ)
କିଙ୍ଗସ ଏକାଦଶ ପଞ୍ଜାବ ଭର୍ସେସ କୋଲକାତା ନାଇଟ୍ ରାଇଡର୍ସ
ଶେଖ ଜାଏଦ କ୍ରିକେଟ୍ ଷ୍ଟାଡିୟମ୍, ଆବୁଧାବି
୧୦ ଅକ୍ଟୋବର ୨୦୨୦
୧୯ː୩୦ (ଡି/ ଏନ)
ଚେନ୍ନାଇ ସୁପର କିଙ୍ଗ୍ସ ଭର୍ସେସ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର
ଦୁବାଇ ଇଣ୍ଟରନ୍ୟାସନାଲ କ୍ରିକେଟ୍ ଷ୍ଟାଡିୟମ୍, ଦୁବାଇ
୧୧ ଅକ୍ଟୋବର ୨୦୨୦
୧୫ː୩୦ (ଡି/ ଏନ)
ସନରାଇଜର୍ସ ହାଇଦ୍ରାବାଦ ଭର୍ସେସ ରାଜସ୍ଥାନ ରୟାଲ୍ସ
ଦୁବାଇ ଇଣ୍ଟରନ୍ୟାସନାଲ କ୍ରିକେଟ୍ ଷ୍ଟାଡିୟମ୍, ଦୁବାଇ
୧୧ ଅକ୍ଟୋବର ୨୦୨୦
୧୯ː୩୦ (ଡି/ ଏନ)
ମୁମ୍ବାଇ ଇଣ୍ଡିଆନ୍ସ ଭର୍ସେସ ଦିଲ୍ଲୀ ରାଜଧାନୀ
ଶେଖ ଜାଏଦ କ୍ରିକେଟ୍ ଷ୍ଟାଡିୟମ୍, ଆବୁଧାବି
୧୨ ଅକ୍ଟୋବର ୨୦୨୦
୧୯ː୩୦ (ଡି/ ଏନ)
ସ୍କୋରକାର୍ଡ
ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଭର୍ସେସ କୋଲକାତା ନାଇଟ୍ ରାଇଡର୍ସ
ଶାରଜା କ୍ରିକେଟ୍ ଷ୍ଟାଡିୟମ୍, ଶାରଜା
୧୩ ଅକ୍ଟୋବର ୨୦୨୦
୧୯ː୩୦ (ଡି/ ଏନ)
ସନରାଇଜର୍ସ ହାଇଦ୍ରାବାଦ ଭର୍ସେସ ଚେନ୍ନାଇ ସୁପର କିଙ୍ଗ୍ସ
ଦୁବାଇ ଇଣ୍ଟରନ୍ୟାସନାଲ କ୍ରିକେଟ୍ ଷ୍ଟାଡିୟମ୍, ଦୁବାଇ
୧୪ ଅକ୍ଟୋବର ୨୦୨୦
୧୯ː୩୦ (ଡି/ ଏନ)
ଦିଲ୍ଲୀ ରାଜଧାନୀ ଭର୍ସେସ ରାଜସ୍ଥାନ ରୟାଲ୍ସ
ଦୁବାଇ ଇଣ୍ଟରନ୍ୟାସନାଲ କ୍ରିକେଟ୍ ଷ୍ଟାଡିୟମ୍, ଦୁବାଇ
୧୫ ଅକ୍ଟୋବର ୨୦୨୦
୧୯ː୩୦ (ଡି/ ଏନ)
ସ୍କୋରକାର୍ଡ
କିଙ୍ଗସ ଏକାଦଶ ପଞ୍ଜାବ ଭର୍ସେସ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର
ଶେଖ ଜାଏଦ କ୍ରିକେଟ୍ ଷ୍ଟାଡିୟମ୍, ଆବୁଧାବି
୧୬ ଅକ୍ଟୋବର ୨୦୨୦
୧୯ː୩୦ (ଡି/ ଏନ)
ମୁମ୍ବାଇ ଇଣ୍ଡିଆନ୍ସ ଭର୍ସେସ କୋଲକାତା ନାଇଟ୍ ରାଇଡର୍ସ
ଶେଖ ଜାଏଦ କ୍ରିକେଟ୍ ଷ୍ଟାଡିୟମ୍, ଆବୁଧାବି
୧୭ ଅକ୍ଟୋବର ୨୦୨୦
୧୫ː୩୦ (ଡି/ ଏନ)
ରାଜସ୍ଥାନ ରୟାଲ୍ସ ଭର୍ସେସ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର
ଦୁବାଇ ଇଣ୍ଟରନ୍ୟାସନାଲ କ୍ରିକେଟ୍ ଷ୍ଟାଡିୟମ୍, ଦୁବାଇ
୧୭ ଅକ୍ଟୋବର ୨୦୨୦
୧୯ː୩୦ (ଡି/ ଏନ)
ଚେନ୍ନାଇ ସୁପର କିଙ୍ଗ୍ସ ଭର୍ସେସ ଦିଲ୍ଲୀ ରାଜଧାନୀ
ଶାରଜା କ୍ରିକେଟ୍ ଷ୍ଟାଡିୟମ୍, ଶାରଜା
୧୮ ଅକ୍ଟୋବର ୨୦୨୦
୧୫ː୩୦ (ଡି/ ଏନ)

ସନରାଇଜର୍ସ ହାଇଦ୍ରାବାଦ ଭର୍ସେସ କୋଲକାତା ନାଇଟ୍ ରାଇଡର୍ସ
ଶେଖ ଜାଏଦ କ୍ରିକେଟ୍ ଷ୍ଟାଡିୟମ୍, ଆବୁଧାବି
୧୮ ଅକ୍ଟୋବର ୨୦୨୦
୧୯ː୩୦ (ଡି/ ଏନ)
ମୁମ୍ବାଇ ଇଣ୍ଡିଆନ୍ସ ଭର୍ସେସ କିଙ୍ଗସ ଏକାଦଶ ପଞ୍ଜାବ
ଦୁବାଇ ଇଣ୍ଟରନ୍ୟାସନାଲ କ୍ରିକେଟ୍ ଷ୍ଟାଡିୟମ୍, ଦୁବାଇ
୧୯ ଅକ୍ଟୋବର ୨୦୨୦
୧୯ː୩୦ (ଡି/ ଏନ)
ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଭର୍ସେସ ଚେନ୍ନାଇ ସୁପର କିଙ୍ଗ୍ସ
ଶେଖ ଜାଏଦ କ୍ରିକେଟ୍ ଷ୍ଟାଡିୟମ୍, ଆବୁଧାବି
୨୦ ଅକ୍ଟୋବର ୨୦୨୦
୧୯ː୩୦ (ଡି/ ଏନ)

କିଙ୍ଗସ ଏକାଦଶ ପଞ୍ଜାବ ଭର୍ସେସ ଦିଲ୍ଲୀ ରାଜଧାନୀ
ଦୁବାଇ ଇଣ୍ଟରନ୍ୟାସନାଲ କ୍ରିକେଟ୍ ଷ୍ଟାଡିୟମ୍, ଦୁବାଇ
୨୧ ଅକ୍ଟୋବର ୨୦୨୦
୧୯ː୩୦ (ଡି/ ଏନ)
କୋଲକାତା ନାଇଟ୍ ରାଇଡର୍ସ ଭର୍ସେସ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର
ଶେଖ ଜାଏଦ କ୍ରିକେଟ୍ ଷ୍ଟାଡିୟମ୍, ଆବୁଧାବି
୨୨ ଅକ୍ଟୋବର ୨୦୨୦
୧୯ː୩୦ (ଡି/ ଏନ)

ରାଜସ୍ଥାନ ରୟାଲ୍ସ ଭର୍ସେସ ସନରାଇଜର୍ସ ହାଇଦ୍ରାବାଦ
ଦୁବାଇ ଇଣ୍ଟରନ୍ୟାସନାଲ କ୍ରିକେଟ୍ ଷ୍ଟାଡିୟମ୍, ଦୁବାଇ
୨୩ ଅକ୍ଟୋବର ୨୦୨୦
୧୯ː୩୦ (ଡି/ ଏନ)

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking