37.1 C
Bhubaneswar
Sunday, April 28, 2024
Homeଖେଳ୮୮ ରନ୍ ରେ ହାରିଲା ଦିଲୀ କ୍ୟାପିଟାଲ ସ୍

୮୮ ରନ୍ ରେ ହାରିଲା ଦିଲୀ କ୍ୟାପିଟାଲ ସ୍

ନୂଆଦିଲ୍ଲୀ: ଦୁବାଇ ଇଣ୍ଟରନ୍ୟାସନାଲ କ୍ରିକେଟ ଷ୍ଟାଡିୟମଠାରେ ଆଜି ଖେଳାଯାଉଥିବା ଚଳିତ ଆଇପିଏଲ୍‌ର ୪୭ତମ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସକୁ ୮୮ ରନ୍‌ରେ‌ ପରାସ୍ତ କଲା ସନରାଇଜର୍ସ ହାଇଦ୍ରାବାଦ । ଦ୍ବିତୀୟ ପାଳିରେ ଦିଲ୍ଲୀ ୨୨୦ ରନ୍‌ର ବିଶାଳ ବିଜୟ ଲକ୍ଷ୍ୟକୁ ପିଛା କରି ୧୯ ଓଭରରେ ସମସ୍ତ ୱିକେଟ ହରାଇ ମାତ୍ର ୧୩୧ ରନ୍‌ କରି ପରାଜୟ ବରଣ କରିଛି । ପ୍ରଥମରୁ ଦିଲ୍ଲୀ ପକ୍ଷରୁ ଦୁର୍ବଳ ବ୍ୟାଟିଂ ଦେଖିବାକୁ ମିଳିଥିଲା ଶିଖର ଧାୱନ ଖାତା ନ ଖୋଲି ଆଇଟ ହୋଇଥିବା ବେଳେ ମାର୍କସ୍ ଷ୍ଟୋଇନିସ୍ ମାତ୍ର ୫ ରନ୍‌ କରି ଆଉଟ ହୋଇଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking