27.1 C
Bhubaneswar
Sunday, July 7, 2024
Homeଦେଶ ବିଦେଶବନ୍ଦେ ଭାରତ ଟ୍ରେନ୍ ମାଡିଯାଇ ୩ ମୃତ

ବନ୍ଦେ ଭାରତ ଟ୍ରେନ୍ ମାଡିଯାଇ ୩ ମୃତ

ମିରଟ: ଉତ୍ତର ପ୍ରଦେଶର ମିରଟ୍ ଜିଲ୍ଲାରେ ରବିବାର ସନ୍ଧ୍ୟାରେ ବନ୍ଦେ ଭାରତ ଟ୍ରେନ୍ ମାଡିଯିବାରୁ ଜଣେ ମହିଳା ଓ ତାଙ୍କର ୨ ଝିଅ ପ୍ରାଣ ହରାଇଛନ୍ତି । ପୁଲିସ ଏସ୍‌ପିଙ୍କ ସୂଚନା ମୁତାବକ ନରେଶ ନାମକ ଜଣ ବ୍ୟକ୍ତି ପତ୍ନୀ ଓ ଦୁଇ ଝିଅଙ୍କୁ ହାତଟଣା ରିକ୍ସାରେ ବସାଇ ଏକ ରେଲୱେ କ୍ରସିଂ ଅତିକ୍ରମ କରୁଥିବାବେଳେ ବନ୍ଦେ ଭାରତ ଟ୍ରେନ୍‌ଟି ସେମାନଙ୍କ ଉପରେ ଚଢିଯାଇଥିଲା । ନରେଶ ଦୁର୍ଘଟଣାରୁ ବର୍ତ୍ତିଯାଇଥିଲେ ସୁଦ୍ଧା ପତ୍ନୀ ଓ ଦୁଇ କନ୍ୟାଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking