29.1 C
Bhubaneswar
Monday, July 7, 2025
Homeଦେଶ ବିଦେଶଆମେରିକାରେ ନିଖୋଜ ଥିବା ଭାରତୀୟ ଛାତ୍ର ମୃତ

ଆମେରିକାରେ ନିଖୋଜ ଥିବା ଭାରତୀୟ ଛାତ୍ର ମୃତ

ୱାଶିଂଟନ୍‌‌ : ଆମେରିକାରେ ନିଖୋଜ ଥିବା ଭାରତୀୟ ଛାତ୍ରଙ୍କ ମୃତ୍ୟୁ। ତେବେ ସେ ଗତ ମାସରୁ ନିଖୋଜ ଥିଲେ । ମୃତ ଭାରତୀୟ ଛାତ୍ରଙ୍କ ନାମ ମହମ୍ମଦ ଅବ୍‌‌ଦୁଲ ଅରଫାତ । ଆମେରିକାର କ୍ଲିଭଲାଣ୍ଡରୁ ତାଙ୍କ ମୃତଦେହ ଉଦ୍ଧାର ହୋଇଛି। ଆମେରିକାରେ ଭାରତୀୟ ଛାତ୍ରଙ୍କ ମୃତ୍ୟୁ ମାମଲା ଲଗାତର ଭାବେ ବଢ଼ି ଚାଲିଛି। ଗୋଟିଏ ସପ୍ତାହ ମଧ୍ୟରେ ଏହା ଦ୍ୱିତୀୟ ଘଟଣା। ମହମ୍ମଦ ଅବ୍‌‌ଦୁଲ ଅରଫାତ ହାଇଦରାବାଦର ନଚାରମର ବାସିନ୍ଦା ଥିଲେ ଏବଂ ସେ ଗତ ବର୍ଷ ମେ’ ମାସରେ କ୍ଲିଭଲାଣ୍ଡ ୟୁନିଭର୍ସିଟିରୁ ଆଇଟିରେ ସ୍ନାତକୋତ୍ତର ପଢ଼ିବାକୁ ଆମେରିକା ଆସିଥିଲେ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking