28.1 C
Bhubaneswar
Monday, December 9, 2024
Homeଓଡିଶାଜଳ ସଂରକ୍ଷଣ ଓ ବିନିଯୋଗ କରିବାରେ ରାଜ୍ୟ ସରକାର ବିଫଳ : ଭର୍ତ୍ତୃହରି

ଜଳ ସଂରକ୍ଷଣ ଓ ବିନିଯୋଗ କରିବାରେ ରାଜ୍ୟ ସରକାର ବିଫଳ : ଭର୍ତ୍ତୃହରି

ଭୁବନେଶ୍ୱର : ରାଜ୍ୟ ସରକାରଙ୍କ ଉପରେ ବର୍ଷିଲେ ଭର୍ତ୍ତୃହରି ମହତାବ । ଉତ୍ତର ଓଡିଶାରେ ୪ଟି ନଦୀ ଶୁଖିଲା, ମହାନଦୀ ପାଣି ପିଇବା ଯୋଗ୍ୟ ନୁହେଁ । ହୀରାକୁଦ ଜଳସ୍ତର କମିଛି, ରାଜ୍ୟ ସରକାର ଶିଳ୍ପକୁ ପାଣି ଯୋଗାଉଛନ୍ତି । ପ୍ରଥମେ ପାନୀୟ ଜଳ, ତାପରେ ଚାଷୀ, ଶେଷରେ ଶିଳ୍ପକୁ ପାଣି ଦେବା କଥା । କେନ୍ଦ୍ର ସରକାର ୫ ବର୍ଷରେ ୧୦ ହଜାର କୋଟି ଆବଣ୍ଟନ କରିଛନ୍ତି । ଜଳ ସଂରକ୍ଷଣ ଓ ବିନିଯୋଗ କରିବାରେ ରାଜ୍ୟ ସରକାର ବିଫଳ । ମହାନଦୀ ଉଭୟ ପଟେ ରହୁଥିବା କଟକବାସୀ ସବୁ ସମସ୍ୟା ଭୋଗୁଛନ୍ତି । ସମ୍ବଲପୁରରେ ହଇଜା ଓ କଟକରେ ଜଣ୍ଡିସ ସୂଚାଉଛି ଶାସନ ଠିକ୍ ଚାଲୁନି ବୋଲି କହିଲେ ଭର୍ତ୍ତୃହରି ।

ସିଇଓଙ୍କୁ ବିଜେପି ଫେରାଦ

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking