29.1 C
Bhubaneswar
Thursday, May 29, 2025
Homeବିଶ୍ୱ ବ୍ୟାଡମିଣ୍ଟନ୍ ଚାମ୍ପିଅନସିପ୍ବିଶ୍ୱ ବ୍ୟାଡମିଣ୍ଟନ ଚାମ୍ପିୟନସିପ୍ ପାଇଁ ଭାରତୀୟ ଦଳ ଘୋଷଣା

ବିଶ୍ୱ ବ୍ୟାଡମିଣ୍ଟନ ଚାମ୍ପିୟନସିପ୍ ପାଇଁ ଭାରତୀୟ ଦଳ ଘୋଷଣା

ନୂଆଦିଲ୍ଲୀ : : ବିଶ୍ୱ ବ୍ୟାଡମିଣ୍ଟନ୍ ଚାମ୍ପିଅନସିପ୍ ୨୦୨୨ ଜାପାନର ଟୋକିଓରେ ୨୧ ଅଗଷ୍ଟ ୨୦୨୨ ରୁ ଆରମ୍ଭ ହେବ। ବିଶ୍ୱ ଇଭେଣ୍ଟରେ ଭାରତର ସବୁଠାରୁ ସଫଳ ସଟଲର ପି.ଭି ସିନ୍ଧୁ ଇଭେଣ୍ଟରୁ ଓହରି ଯାଇଥିବା ବେଳେ କିଦାମ୍ବି ଶ୍ରୀକାନ୍ତ, ଲକ୍ଷ୍ମୀ ସେନ୍ ଏବଂ ଅନ୍ୟମାନେ ପୁଣି ଥରେ ଖେଳିବାର ସୁଯୋଗ ପାଇବେ । ବ୍ୟାଡମିଣ୍ଟନ ବିଶ୍ୱ ଚାମ୍ପିୟନଶିପ ପାଇଁ ଭାରତୀୟ ଦଳ ଘୋଷଣା ।
ପୁରୁଷ ସିଙ୍ଗଲ୍ସ: କିଦାମ୍ବି ଶ୍ରୀକାନ୍ତ, ଲକ୍ଷ୍ୟ ସେନ୍, ଏଚ୍.ଏସ୍ ପ୍ରଣୟ, ସାଇ ପ୍ରଣୀତ
ମହିଳା ସିଙ୍ଗଲ୍ସ: ସାଇନା ନେହୱାଲ୍, ମାଲଭିକା ବାନସୋଦ
ପୁରୁଷ ଡବଲ୍ସ: ସାତ୍ତ୍ୱିକ ସାଇରାଜ ରାଙ୍କିରେଡ୍ଡି -ଚିରାଗ ଶେଟ୍ଟୀ, ଧ୍ରୁଭ କପିଲା-ଅର୍ଜୁନ ଏମ, ମନୁ ଅଟ୍ରି-ସୁମେଥ ରେଡ୍ଡୀ, କ୍ରିଷ୍ଣା ପ୍ରସାଦ-ବିଷ୍ଣୁ ବର୍ଦ୍ଦନ ଗୈାଡ
ମହିଳା ଡବଲ୍ସ: ତ୍ରିସା ଜଲି-ଗାୟତ୍ରୀ ଗୋପୀଚାନ୍ଦ, ଅଶ୍ୱିନୀ ପୋନ୍ନାପ୍ପା-ସିକ୍କି ରେଡ୍ଡୀ, ପୂଜା ଦାଣ୍ଡୁ-ସଞ୍ଜନା ସାଣ୍ଟୋଶ, ଅଶ୍ୱିନୀ ଭଟ-ଶିଖା ଗୈାତମ
ମିଶ୍ରିତ ଡବଲ୍ସ: ଭେଙ୍କଟ ଗୈାରବ ପ୍ରସାଦ-ଜୁହି ଦେୱାନଙ୍ଗ, ଇଶାନ ଭଟନଗର-ତନିଶା କ୍ରାଷ୍ଟୋ

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking