21.1 C
Bhubaneswar
Thursday, January 16, 2025
Homeଦେଶ ବିଦେଶଭାରତ ଋଷିଆରୁ ଆଣିବ ମିଗ ୨୯ ଯୁଦ୍ଧବିମାନ

ଭାରତ ଋଷିଆରୁ ଆଣିବ ମିଗ ୨୯ ଯୁଦ୍ଧବିମାନ

ନୂଆଦିଲ୍ଲୀ:ସୀମାରେ ଅନୁପ୍ରବେଶ ଏବଂ ଶତ୍ରୁ ଉପରେ କଡା ନଜର ରଖିବା ପାଇଁ ଭାରତୀୟ ବାୟୁସେନା କରୁଛି ଏକ ବଡ଼ ପ୍ରସ୍ତୁତି ।ଭାରତ ସରକାର ଖୁବ ଶୀଘ୍ର ରୁଷ ସହିତ ଏକ ବଡ ଚୁକ୍ତି କରିବାକୁ ଯାଉଛନ୍ତି। ୧୨ ଟି ‘ସୁଖୋଇ’ ଫାଇଟର୍ ଜେଟ୍ କ୍ରୟ ଚୁକ୍ତି ଶେଷ ହେବାପରେ ଏବେ ଭାରତ ରୁଷରୁ ମିଗ୍-୨୯ ଯୁଦ୍ଧ ବିମାନ କିଣିବାକୁ ପ୍ରସ୍ତୁତ ହେଉଛି । ସୂଚନାନୁସାରେ ଏହି ଚୁକ୍ତି ପାଇଁ ଆଲୋଚନା ପ୍ରାୟ ଶେଷ ପର‌୍ୟ୍ୟାୟରେ ପହଞ୍ଚିଛି ।

ଭାରତୀୟ ବାୟୁସେନା (ଓଇୠ) ପ୍ରାୟ ତିନି ଦଶନ୍ଧି ଧରି ମିଗ୍ -୨୯ ଯୁଦ୍ଧ ବିମାନ ବ୍ୟବହାର କରିଆସୁଛି ଏବଂ ସେଗୁଡ଼ିକର  କାର‌୍ୟ୍ୟଦକ୍ଷତା ନେଇ ସନ୍ତୁଷ୍ଟ ଅଛି ।  ବାୟୁସେନାରେ ବର୍ତ୍ତମାନ ମିଗ୍ -୨୯ ର ତିନୋଟି ସ୍କ୍ୱାଡ୍ରନ ଅଛି ।  ଯାହା ଚୀନ୍ ଏବଂ ପାକିସ୍ଥାନ ସୀମା ସୁରକ୍ଷାରେ ନିୟୋଜିତ ଅଛି ।  ଚଳିତ ବର୍ଷ ଅଗଷ୍ଟରେ ଶ୍ରୀନଗର ଏୟାରବେସରେ ମିଗ -୨୯ ର ଏକ ସ୍କ୍ୱାଡ୍ରନ ନିୟୋଜିତ କରାଯାଇଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking