ନୂଆଦିଲ୍ଲୀ : ବେଆଇନ ଇମିଗ୍ରେସନ ସମ୍ପର୍କରେ ୱାସିଂଗଟନରେ ପ୍ରଧାନମନ୍ତ୍ରୀ ମନ୍ତବ୍ୟ ଦେଇଛନ୍ତି । ବେଆଇନ ରହୁଥିଲେ ଆଇନଗତ କୌଣସି ଅଧିକାର ନାହିଁ । ଯଦି ବେଆଇନ ଭାବେ ଆମେରିକାରେ ରହୁଛନ୍ତି , ଭାରତ ନେବାକୁ ପ୍ରସ୍ତୁତ ଅଛି କହିଛନ୍ତି ମୋଦୀ । ସେମାନଙ୍କୁ ବଡବଡ ସ୍ୱପ୍ନ ଦେଖାଇ କହି ସେଠାକୁ ନେଇଛନ୍ତି । ଏ ଦିଗରେ ମିଳିତ ଭାବେ ଭାରତ – ଆମେରିକାର ପ୍ରୟାସ ରହିବା ଉଚିତ ।