ଭୁବନେଶ୍ୱର: ଇନକମ୍ ଟ୍ୟାକ୍ସ ରିଟର୍ଣ୍ଣ ଅବଧି ବଢାଇଛନ୍ତି କେନ୍ଦ୍ର ସରକାର । ୩୧ ଡିସେମ୍ବର ଯାଏ ଥିବା ସାଧାରଣ ଟିକସଦାତାଙ୍କ ଅବଧି ବୃଦ୍ଧି ହୋଇଛି । ସାଧାରଣ ଟିକସଦାତାଙ୍କ ଆଇଟି ରିଟର୍ଣ୍ଣ ଅବଧି ଜାନୁୟାରୀ ୧୦ ଯାଏ ବୃଦ୍ଧି ହୋଇଛି । ଅଡିଟ ଯୁକ୍ତ ଆକାଉଣ୍ଟ ରିଟର୍ଣ୍ଣ ଅବଧି ଫେବୃୟାରୀ ୧୫ ଯାଏ ବୃଦ୍ଧି ହୋଇଛି । ଇଣ୍ଟରନ୍ୟାସନାଲ ଟ୍ରାଂଜାକ୍ସନ ରିଟର୍ଣ୍ଣ ଅବଧି ଫେବୃୟାରୀ ୧୫କୁ ବୃଦ୍ଧି ହୋଇଛି ।