25.1 C
Bhubaneswar
Sunday, February 16, 2025
Homeଓଡିଶାନିମ୍ନ ମାନର ଖାଦ୍ୟ ଦିଆଯିବା ଘଟଣା : ସ୍ଥିତି ସମୀକ୍ଷା କଲେ ଗଣ ଶିକ୍ଷାମନ୍ତ୍ରୀ

ନିମ୍ନ ମାନର ଖାଦ୍ୟ ଦିଆଯିବା ଘଟଣା : ସ୍ଥିତି ସମୀକ୍ଷା କଲେ ଗଣ ଶିକ୍ଷାମନ୍ତ୍ରୀ

ବ୍ୟୁରୋ: ଉମରକୋଟ ପେଣ୍ଡରାଣୀ  ଉଚ୍ଚ ବିଦ୍ୟାଳୟରେ ଛାତ୍ରୀଙ୍କୁ ନିମ୍ନ ମାନର   ଖାଦ୍ୟ ଦିଆଯିବା ଘଟଣାରେ  ହଷ୍ଟେଲରେ ପହଞ୍ଚି ସ୍ଥିତି ସମୀକ୍ଷା କଲେ ଗଣ ଶିକ୍ଷାମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ  ।  ଘଟଣାରେ ଛାତ୍ରୀ ନିବାସର ମୁଖ୍ୟ ରୋଷେଇୟାଙ୍କ ବିରୋଧରେ କାର‌୍ୟ୍ୟାନୁଷ୍ଠାନ ପାଇଁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି  ,  ଗତ ୨୯ ତାରିଖରେ ଛାତ୍ରୀମାନେ ହଷ୍ଟେଲ ଛାଡ଼ିବା ସହ ୧୦ କିଲୋମିଟର ଚାଲିଚାଲି ଯାଇଥିଲେ  । ପରେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଓ ବ୍ଲକ ଶିକ୍ଷା ଅଧିକାରୀ ପହଞ୍ଚି ଛାତ୍ରୀମାନଙ୍କୁ ବୁଝାସୁଝା କରିବା ସହ ସ୍କୁଲକୁ ଫେରାଇ ନେଇଥିଲେ । ଆଜି ମନ୍ତ୍ରୀ ପହଞ୍ଚି ଛାତ୍ରୀଙ୍କ ସମସ୍ୟା ବୁଝିବା ସହ କାର‌୍ୟ୍ୟାନୁଷ୍ଠାନ ନେଇଛନ୍ତି  ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking