ଭୁବନେଶ୍ୱର : ୨ ଦିନ ପ୍ରବଳ ଝଡ ବର୍ଷା ନେଇ ମତ୍ସ୍ୟଜୀବୀଙ୍କୁ ସତର୍କତା ଜାରି । ୬ ଓ ୮ ତାରିଖ ଦୁଇ ଦିନ ସମୁଦ୍ର ନଯିବାକୁ ଆଇଏମଡିର ପରାମର୍ଶ । ଉତ୍ତର ଓଡିଶା ଉପକୂଳରେ ଝଡ ବର୍ଷା ନେଇ ସତର୍କତା ଅବଲମ୍ବନ କରିବାକୁ ପରାମର୍ଶ । ୪୦ ରୁ ୫୦ କିମି ବେଗରେ ପବନ ସହ ବଡ ଜୁଆର ଅରସିବା ସମ୍ଭାବନା ।