23.1 C
Bhubaneswar
Sunday, December 8, 2024
Homeଓଡିଶାମେଡିସିନ ଫାର୍ମରୁ ବେଆଇନ କଫ ସିରପ ଜବତ

ମେଡିସିନ ଫାର୍ମରୁ ବେଆଇନ କଫ ସିରପ ଜବତ

ବ୍ୟୁରୋ : କଟକରେ ଥିବା ମେଡିସିନ   ଫାର୍ମ  ଉପରେ ରାତି ଅଧିଆ ଚଢାଉ ।  କଟକରେ  ଡ୍ରଗ୍ସ କଣ୍ଟ୍ରୋଲ  ଓ ଅବକାରୀ ବିଭାଗର  ମିଳିତତ ଚଢାଉ ବେଳେ ବିପୁଳ ପରିମାଣରେ  ବେଆଇନ  କଫ ସିରଫ ଜବତ ହୋଇଛି ।  ଗତକାଲି ରାତିରେ  କଟକ ସଦର ଥାନା ଅନ୍ତର୍ଗତ  ସୁମାଣ୍ଡି ଗାଁରେ  ଥିବା ଏକ ମେଡିସିନ  ଫାର୍ମ ଉପରେ  ଏହି ଚଢାଉ ହୋଇଥିଲା ।  ବେଆଇନ ଔଷଧ କିଣିବା , ବିକ୍ରି ଓ ଗଛିତ ଥିବା ଅଭିଯୋଗରେ  ଶଙ୍ଖତା୍‌ରାସ ଅଞ୍ଚଳରେ  କ୍ରିଷ୍ଣା ମେଡିସିନ  ଫାର୍ମର ମାଲିକ ଜୟରାମ ସାହୁ  ଓ ସହେଯାଗୀ  ପ୍ରଫୁଲ କୁମାର ଜେନାଙ୍କୁ  ଗିରଫ କରିଛି ଅବକାରୀ ବିଭାଗ ।  ଲାଇସେନ୍ସ ପ୍ରାପ୍ତ  ମେଡିସିନ ଫାର୍ମକୁ  ସିଲ କରାଯାଇଛି  ବେଆଇନ ଔାଷଧ ସାମଗ୍ରୀ  ଓ କଫ ସିରାପ ବିକ୍ରି ଅଭିଯୋଗ ପାଇ  ଅବକାରୀ ବିଭାଗ ପକ୍ଷରୁ ପୂର୍ୱରୁ ଖୋଳତାଡ ଚାଲିଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking