ଭୁବନେଶ୍ୱର: କାଲି ଘଟଣାକୁ ନେଇ ମୁଖ୍ୟମନ୍ତ୍ରୀଙ୍କୁ ଚାଲେଞ୍ଜ କଲେ ପ୍ରଦୀପ ପାଣିଗ୍ରାହୀ । ମୁଖ୍ୟମନ୍ତ୍ରୀଙ୍କର ସାହାସ ଥିଲେ ତାଙ୍କ ସଚିବ କହିଥିବା କଥାର ଉତ୍ତର ରଖନ୍ତୁ । ଯଦି ମୁଖ୍ୟମନ୍ତ୍ରୀ ସତ କହିବେ ମୁଁ ଜାଣିବି ସେ ହେଉଛନ୍ତି ଜଣେ ସଚ୍ଚୋଟ ବ୍ୟକ୍ତି । ଜଣେ ବିଧାୟକଙ୍କ ବିଷୟରେ ଜଣେ ସଚିବ କେମିତି କହିପାରିବେ । ମୁଖ୍ୟମନ୍ତ୍ରୀ ସଚିବଙ୍କୁ ପଠାଇଥିବା ଭୁଲ୍ ସେ ସମ୍ବିଧାନ ଉପରେ ନୁହଁନ୍ତି ।
ମୃତ୍ୟୁର ଠିକ୍ ପୂର୍ବରୁ ପୀଡ଼ିତ ଦେଇଥିବା ବୟାନ ଅଧିକ ଗ୍ରହଣୀୟ: ସୁପ୍ରିମକୋର୍ଟ