34.1 C
Bhubaneswar
Sunday, April 26, 2026
Homeଓଡିଶାମଞ୍ଚରେ ବର୍ଷା- ଅନୁଭବଙ୍କୁ ଦେଖି ଲୋକଙ୍କ ଭିଡ

ମଞ୍ଚରେ ବର୍ଷା- ଅନୁଭବଙ୍କୁ ଦେଖି ଲୋକଙ୍କ ଭିଡ

ଯାଜପୁର: ସୁପରଷ୍ଟାର ଅନୁଭବ ଓ ବର୍ଷା ଉଭୟ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ ମଧ୍ୟ ଏବେ ସେମାନଙ୍କର ବିଚ୍ଛେଦ ହୋଇଛି l ଏକା ସାଙ୍ଗରେ ଦେଖିବାକୁ ମିଳୁ ନାହାଁନ୍ତି l ଏହି ପରିପେକ୍ଷୀରେ ଯାଜପୁର ସହରର ଗଣ ପର୍ବ କାଳୀ ପୂଜାରେ ପୃଥକ ପୃଥକ ଦୁଇଟି ରଙ୍ଗ ମଞ୍ଚରେ ସେମାନେ କାର୍ଯ୍ୟକ୍ରମ କରି ଦର୍ଶକ ମନକୁ କିଣି ନେଇଥିଲେl ଯାଜପୁର ସହର କାଳୀ ପୂଜା ମାହଲ ଦିନ କୁ ଦିନ ଜମୁଚି l ବିଭନ୍ନ ପୁଜା ମଣ୍ଡପରେ ନାମୀ ଦାମୀ କଳାକାର ସିନେ ଜଗତ ଅଭିନେତା ଓ ଅଭିନେତ୍ରୀ ନୃତ୍ୟଶିଳ୍ପୀ ଗାୟିକା ମାନଂକ ସଙ୍କୃତିକ କାର୍ଯ୍ୟକ୍ରମ ରେ ଦର୍ଶକ ମାନଙ୍କ ମନ ମୋହୁଚିl ଅନୁଭବ ଓ ଅଭିନେତ୍ରୀ ବର୍ଷାଙ୍କ ର କାର୍ଯ୍ୟ କ୍ରମଥିଲା ସେମାନଙ୍କ କଳା ପ୍ରଦର୍ଶନ ଦେଖିବା ପାଇଁ ଦର୍ଶକ ମାନେ ଭିଡ ନ କହିଲେ ଚଳେ l ସେ ଯୋଡ଼ି ଏବେ ପୂର୍ଥକ ଭାବରେ ଅତୀ ବାହିତ କରିଚନ୍ତି ଗୋଟିଏ ସହରରେ ଦୁଇଟି ରଙ୍ଗ ମଞ୍ଚରେ କାର୍ଯ୍ୟକ୍ରମକୁ ଦର୍ଶକ ମାନଂକ ଦୁଇ ଜଣଙ୍କ ଅଭିନୟ ଦେଖିବା ପାଇଁ ଭିଡ ଜମାଇଥିଲେ ଦୁଇ ଜଣକ କାର୍ଯ୍ୟକ୍ରମ କୁ ଉପଭୋଗ କରୁ ଥିଲେ ଯାଜପୁର କିଆନାଲି ପୁଜା ମଣ୍ଡପରେ ବର୍ଷା ଓ ଗୋପାଳ ପୁର ଛକ ର ଅନୁଭବ ସଂକୃତିକ କାର୍ଯ୍ୟକ୍ରମ୍ରେ ଯୋଗ ଦେଇଥିଲେ l

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking