ଭୁବନେଶ୍ୱର: ରାଜ୍ୟରେ ଖାଲି ପଡିଛି ଆଇଏଏସ , ଆଇପିଏସ ପଦବୀ । ଏନେଇ ଗୃହରେ ଟଙ୍କଧର ତ୍ରିପାଠୀଙ୍କ ପ୍ରଶ୍ନରେ ମୁଖ୍ୟମନ୍ତ୍ରୀ ଉତ୍ତର ରଖିଛନ୍ତି । ୬୭ ଆଏଏସ ଓ ୬୯ ଆଇପିଏସ ପଦବୀ ଖାଲି ପଡିଛି । ୬୯ ଟି ଆଇଏଫଏସ ପଦବୀ ଖାଲି ନେଇ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଲଲିଖିତ ଉତ୍ତର ରଖିଛନ୍ତି । ୨୫୩ ଓଏଏସ ଓ ଓପିଏଏସ ପଦବୀ ଖାଲି ପଡିଛି । ୬୧୧ ବନ ସେବା , ୨୬୩ ଓଆରଏସ ପଦବୀ ଖାଲି ପଡିଛି ।