27.1 C
Bhubaneswar
Saturday, July 27, 2024
Homeଓଡିଶାପରୀକ୍ଷା ଅବ୍ୟବସ୍ଥା ଧରିଲା ଆଇଏ

ପରୀକ୍ଷା ଅବ୍ୟବସ୍ଥା ଧରିଲା ଆଇଏ

ଭୁବନେଶ୍ୱର : ପ୍ରଥମ ଦିନରେ ମାଟ୍ରିକ ପରୀକ୍ଷାରେ ଧରାପଡିଲା ଅବ୍ୟବସ୍ଥା । ଆଇଏ ଦ୍ୱାରା ପରୀକ୍ଷାରେ ଅବ୍ୟବସ୍ଥା ନେଇ ଧରାପଡିଲା । ପ୍ରବେଶ ପଥରେ ସଠିକ ଯାଞ୍ଚ ହୋଇନଥିବାରୁ ଆଇଏରୁ ଜାଣିଲା ବୋର୍ଡ । କଡାକଡି ଯାଞ୍ଚ କରିବାକୁ ଡିଇଓଙ୍କୁ ବୋର୍ଟ କର୍ତ୍ତୃପକ୍ଷଙ୍କ ନିର୍ଦ୍ଦେଶ । କିଛି କେନ୍ଦ୍ରରେ ଡେକ୍ସ ବେଞ୍ଚ ଅବ୍ୟବସ୍ଥିତ ଥିବା ମଧ୍ୟ ଧରିଲା ଆଇଏ ।

ଦାଦନ ଖଟିବାକୁ ଆନ୍ଧ୍ରପ୍ରଦେଶ ଚାଲାଣlବେଳେ ଜବତ କଲା ପୋଲିସ

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking