22.1 C
Bhubaneswar
Wednesday, January 22, 2025
Homeଓଡିଶାରେସରେ ମୁଁ ନାହିଁ – ମନମୋହନ

ରେସରେ ମୁଁ ନାହିଁ – ମନମୋହନ

ଭୁବନେଶ୍ୱର : ରାଜ୍ୟସଭା ରେସରେ ମୁଁ ନାହିଁ କହିଲେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ । ରାଜ୍ୟସଭା ନିର୍ୱାଚନ ପ୍ରସଙ୍ଗରେ  ହେଉଥିବା ଚର୍ଚ୍ଚାକୁ ଖଣ୍ଡନ କଲେ । ମୁଁ ରାଜ୍ୟ ସଭା ରେସରେ ଆଦୌ ନାହିଁ, ଏ ଚର୍ଚ୍ଚା କପୋଳ କଳ୍ପିତ । ରାଜ୍ୟସଭା କିଏ ଯିବେ ବିଜେପି ସଂସଦୀୟ ବୋର୍ଡ ନିଷ୍ପତ୍ତି ନେବେ । ବିଜେପି ସଂସଦୀୟ ବୋର୍ଡ ଏନେଇ ବିଧିବଦ୍ଧ ନିଷ୍ପତ୍ତି ନେବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking