27.1 C
Bhubaneswar
Wednesday, June 26, 2024
Homeଦେଶ ବିଦେଶମାନବୀୟ ତ୍ରୁଟି : ସିଗନାଲ ନମାନିବାରୁ ଦୁର୍ଘଟଣା

ମାନବୀୟ ତ୍ରୁଟି : ସିଗନାଲ ନମାନିବାରୁ ଦୁର୍ଘଟଣା

ପଶ୍ଚିମବଙ୍ଗ : ନ୍ୟୁ ଜଲପାଇଗୁଡି ଟ୍ରେନ୍ ଦୁର୍ଘଟଣା ପ୍ରସଙ୍ଗ । ମାନବୀୟ ତ୍ରୁଟିରୁ ଟ୍ରେନ୍ ଦୁର୍ଘଟଣା ହୋଇଥିବା ସୂଚନା । ସିଗନାଲ ମାନି ନଥିବାରୁ ହୋଇଛି ଏହି ଦୁର୍ଘଟଣା । ସୂଚନା ଦେଲେ ରେଲୱେ ବୋର୍ଡ ଅଧ୍ୟକ୍ଷା । ମାନବୀୟ ତ୍ରୁଟିରୁ ଦୁର୍ଘଟଣା ହୋଇଥିବା କହିଲେ ରେଲୱେ ବୋର୍ଡ ଅଧ୍ୟକ୍ଷ । ରେଲ ବୋର୍ଡ ଅଧ୍ୟକ୍ଷ ତଥା ସିଇଓ ଜୟା ବର୍ମା ସିହ୍ନାଙ୍କ ସୂଚନା । କାଞ୍ଚନଜଙ୍ଗା ଏକ୍ସପ୍ରେସ ଦୁର୍ଘଟଣାକୁ ନେଇ ପ୍ରତିକ୍ରିୟା । ପ୍ରାଥମିକ ଅନିସନ୍ଧାନରୁ ମାନବୀ ତ୍ରୁଟିରୁ ଦୁର୍ଘଟଣା ହୋଇଥିବା ଜଣାପଡିଛି । ସିଗନାଲ ମାନି ନଥିବାରୁ ଦୁର୍ଘଟଣା ଘଟିଥିବା ଜଣାପଡିଛି । ସିଗନାଲ ସତ୍ତ୍ୱେ ଡ୍ରାଇଭର ଗାଡି ଅଟକାଇ ନଥିଲେ । ପଛ ଗାଡି ଅଟକିବାର ଥିଲା, କିନ୍ତୁ ଡ୍ରାଇଭର ଅଟକାଇ ନଥିଲେ । ତେବେ ତଦନ୍ତ ପରେ ଦୁର୍ଘଟଣାର ପ୍ରକୃତ କାରଣ ଜଣାପଡିବ । ଉଦ୍ଧାରକାର୍ଯ୍ୟ ସରିଛି ଏଯାବତ୍ ୮ ମୃତ ଓ ୨୫ ଆହତ ହୋଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking