29.4 C
Bhubaneswar
Saturday, May 4, 2024
Homeଓଡିଶା୫ଟଙ୍କା ପାଇଁ ଗ୍ରାହକଙ୍କୁ ନିସ୍ତୁକ ମାଡ଼ ମାରିଲେ ହୋଟେଲ ମାଲିକ

୫ଟଙ୍କା ପାଇଁ ଗ୍ରାହକଙ୍କୁ ନିସ୍ତୁକ ମାଡ଼ ମାରିଲେ ହୋଟେଲ ମାଲିକ

କେନ୍ଦୁଝର  : କେବଳ ୫ଟଙ୍କା ପାଇଁ ଗ୍ରାହକଙ୍କୁ ନିସ୍ତୁକ ମାଡ଼ ମରାଯାଇଥିବା ଅଭିଯୋଗ ହୋଇଛି । ହୋଟେଲ ମାଲିକ ଓ ପୁଅ ମିଶି ନିସ୍ତୁକ ମାଡ଼ ମାରିଥିବା ଅଭିଯୋଗ ହୋଇଛି । ଏଭଳି ଅଭାବନୀୟ ଘଟଣା କେନ୍ଦୁଝର ଜିଲ୍ଲା ଘଷିପୁରା ଥାନା ଲକ୍ଷ୍ମୀବଜାରରେ ହୋଟେଲ ମାଲିକଙ୍କ ଦବଙ୍ଗଗିରି ଦେଖିବାକୁ ମିଳିଛି । ତେବେ ଗ୍ରାହକ ଜଣକ ୪୦ ଯଙ୍କା ଦେଇ ଆଉ ୫ଟଙ୍କା ସନ୍ଧ୍ୟାରେ ଦେବେ ବୋଲି କହିଥିଲେ। କିନ୍ତୁ ହୋଟେଲ ମାଲିକ ଏଥିରେ ଖୁବ୍ ଜୋରରେ ରାଗି ଯାଇଥିଲେ । ଆଉ ବିଚ୍ ରାସ୍ତାରେ ଗ୍ରାହକଙ୍କୁ ମାଡ଼ ମାରିଥିଲେ । ସଂପୃକ୍ତ ଗ୍ରାହକ ଅଭିଯୋଗ କରିବା ପରେ ଦବଙ୍ଗଗିରି ଦେଖାଉଥିବା ହୋଟେଲ ମାଲିକକୁ ଗିରଫ କରିଛି ପୋଲିସ୍ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking