27.1 C
Bhubaneswar
Saturday, July 27, 2024
Homeଦେଶ ବିଦେଶଜ୍ଞାନବାପିରେ ହିନ୍ଦୁ ପୂଜା ଅନୁମତୀ କାଏମ୍‌

ଜ୍ଞାନବାପିରେ ହିନ୍ଦୁ ପୂଜା ଅନୁମତୀ କାଏମ୍‌

ଜ୍ଞାନବାପି ମସ୍‌ଜିଦ ମାମଲା : ମୁସଲିମ୍ ପକ୍ଷର ପିଟିସନ ଖାରଜ । ମୁସଲିମ୍ ପକ୍ଷର ପିଟିସନ ଖାରଜ କଲେ ଆହ୍ଲାବାଦ ହାଇକୋର୍ଟ । ବାରଣାସୀ କୋର୍ଟଙ୍କ ରାୟଙ୍କୁ କାଏମ୍ ରଖିଲେ ହାଇକୋର୍ଟ । ଜ୍ଞାନବାପିର ବ୍ୟାସ ତହଖାନାରେ ହିନ୍ଦୁମାନେ ପୂଜା କରିପାରିବେ । ଜନୁଆରୀ ୩୧ ରେ ବାରଣାସୀ କୋର୍ଟ ହିନ୍ଦୁଙ୍କୁ ପୂଜା ଅନୁମତୀ ଦେଇଥିଲେ । ରାୟକୁ ଚ୍ୟାଲେଞ୍ଜ କରି ହାଇକୋର୍ଟ ଯାଇଥିଲେ ମୁସଲିମ୍ ପକ୍ଷ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking